Browsing Category

Top Stories

ନିଜାମୁଦ୍ଦିନ୍ ଫେରନ୍ତାଙ୍କୁ ଚିହ୍ନଟ ପ୍ରସଙ୍ଗରେ ଜିଲ୍ଲାପାଳ, ଏସ୍‌ପିଙ୍କୁ ୫-ଟି ସଚିବଙ୍କ ଚିଠି

ଭୁବନେଶ୍ୱର, ୪ା୪ (ଓଡ଼ିଶା ଭାସ୍କର): ଦିଲ୍ଲୀସ୍ଥିତ ନିଜାମୁଦ୍ଦିନ୍‌ରେ ଆୟୋଜିତ ସମାବେଶ ତବଲିଗୀ ଜମାତ୍‌ରୁ ଫେରିଥିବା ସମସ୍ତ ବ୍ୟକ୍ତିଙ୍କୁ ଶୀଘ୍ର ଚିହ୍ନଟ କରିବାକୁ ଶନିବାର ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି…

କରୋନା ଲକ୍ଷଣ ବନ୍ଦ ହେବାର ୮ଦିନ ପରେ ବି ହୋଇପାରନ୍ତି ଆକ୍ରାନ୍ତ

ବେଜିଂ, ୪ା୪: କରୋନା ଲକ୍ଷଣ ବନ୍ଦ ହେବାର ୮ଦିନ ପରେ ବି ପୁଣିଥରେ ସଂକ୍ରମଣ ବ୍ୟାପିପାରେ ଏବଂ ଆପଣ ହୋଇପାରନ୍ତି ଆକ୍ରାନ୍ତ । ଏହି ଘଟଣା ଚୀନ୍‌ର ପିଏଲ୍‌ଏ ଜେନେରାଲ୍ ହସ୍ପିଟାଲ ଏବଂ ୟେଲ୍ ୟୁନିଭର୍ସିଟି ସ୍କୁଲ୍ ଅଫ୍…

ଭୁବନେଶ୍ୱର, କଟକ, ଭଦ୍ରକ ପରେ ସଟଡାଉନ ହେଲା ଯାଜପୁର

ଭୁବନେଶ୍ୱର, ୪ା୪(ଓଡ଼ିଶା ଭାସ୍କର): କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଗତକାଲି ୮ଟାରୁ ରବିବାର ରାତି ୮ଟା ଯାଏଁ ଭୁବନେଶ୍ୱର, କଟକ, ଭଦ୍ରକ ସଟଡାଉନ ରଖିବାକୁ ରାଜ୍ୟସରକାର ଘୋଷଣା କରିଥିଲେ । ପୁଣି ଆଜି ସେହି ସଟଡାଉନ…

ଦୀପିକାଙ୍କ ସ୍ୱାଦିଷ୍ଟ ଖାଦ୍ୟ, ରଣବୀର କହିଲେ ଆଇ ଲଭ୍ ୟୁ

ମୁମ୍ବାଇ: ଲକ୍‌ଡାଉନ୍ ପିରିଅଡ୍‌କୁ ପ୍ରଡକ୍ଟିଭ୍ କରିବାକୁ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋର୍ଣ୍ଣ ପ୍ରୟାସ ଆରମ୍ଭ କରିଛନ୍ତି । ସେ ଘରକୁ ସଫା ସୁତୁରା ରଖିବାରେ ଲାଗି ପଡ଼ିଥିବା ବେଳେ ନିଜ ସ୍ୱାମୀ ତଥା ବଲିଉଡ୍…

୮ କ୍ରିକେଟରଙ୍କ ବିବାହ ବନ୍ଦ କଲା କରୋନା, ଜାଣନ୍ତୁ ..

ନୂଆଦିଲ୍ଲୀ,୪ ।୪: କରୋନା ଭାଇରସ୍ କାରଣରୁ ସାରା ବିଶ୍ୱର କ୍ରୀଡା ଇଭେଣ୍ଟ ବନ୍ଦ ହୋଇଯାଇଛି । ଏହି ମହାମାରୀ ବର୍ତ୍ତମାନ ସୁଦ୍ଧା ୧୧ ଲକ୍ଷ ଲୋକଙ୍କୁ ଆକ୍ରାନ୍ତ କରିଛି । ଏନେଇ ନିଛାଟିଆ ହୋଇଯାଇଛି କ୍ରିକେଟ ଜଗତ । କେବେ…

ଆଇସୋଲେସନ୍ ୱାର୍ଡରେ ପରିଣତ ହେଲା ଟ୍ରେନ୍ କୋଚ୍‌

ଭୁବନେଶ୍ୱର, ୪ା୪ (ଓଡ଼ିଶା ଭାସ୍କର): ଟ୍ରେନ୍ କୋଚ୍‌ଗୁଡ଼ିକୁ ଆଇସୋଲେସନ୍ ୱାର୍ଡରେ ପରିଣତ କରାଯାଇଛି । ଭୁବନେଶ୍ୱରରେ ୨୬୧ଟି କୋଚ୍‌କୁ ଏପରି କରାଯାଇଥିବା ପୂର୍ବତଟ ରେଳପଥ ପକ୍ଷରୁ ଘୋଷଣା କରାଯାଇଛି । ଟ୍ରେନ୍…

ଦେଶରେ ସେପ୍ଟେମ୍ବର ପର୍ଯ୍ୟନ୍ତ ବଢିପାରେ ଲକ୍-ଡାଉନ୍ ଅବଧି: ରିପୋର୍ଟ

ନୂଆଦିଲ୍ଲୀ,୪ ।୪: ଦେଶରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଆମେରିକା ପରାମର୍ଶଦାତା ସଂସ୍ଥା ବୋଷ୍ଟନ୍ କନ୍ସଲ୍ଟିଂ ଗ୍ରୁପର ଏକ ନୂତନ ଅଧ୍ୟୟନ ଅନୁସାରେ, କରୋନା…