Browsing Category

Top Stories

୨ଟି ବ୍ୟାଙ୍କରେ ରହିବ ଜଗା ଟଙ୍କା

ପୁରୀ,୨୬ ।୩(ଓଡିଶା ଭାସ୍କର): ୨ଟି ବ୍ୟାଙ୍କରେ ଜମା ହେବ ଶ୍ରୀମନ୍ଦିର କର୍ପସ ଓ ଟେମ୍ପଲ ଫଣ୍ଡ । ବ୍ୟାଙ୍କ ଅଫ୍ ବରୋଦା ଓ ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଟଙ୍କା ଜମା ହେବ । ଏହି କ୍ରମରେ ବର୍ଷକୁ ୬.୨୬% ସୁଧରେ ୨୮୭…

ଅପ୍ରେଲ ୧୫ ଯାଏଁ ହାଇକୋର୍ଟ ବନ୍ଦ

ଭୁବନେଶ୍ୱର,୨୬ ।୩(ଓଡିଶା ଭାସ୍କର): କରୋନା ମୁକାବିଲା ପାଇଁ ଅପ୍ରେଲ ୧୫ ଯାଏଁ ହାଇକୋର୍ଟ ବନ୍ଦ ରହିବ । ରାଜ୍ୟର ସମସ୍ତ କୋର୍ଟ ବନ୍ଦ ରହିବା ନେଇ ନିଷ୍ପତ୍ତି ନିଆଯାଇଛି । ଗୁରୁତ୍ୱପୂର୍ଣ୍ଣ ମାମଲା ଭିସି କିମ୍ବା ଇ-ମେଲ…

ମୋବାଇଲ ଭେଣ୍ଡିଂ ସେବା ଆରମ୍ଭ କରିବ ବିଏମସି

ଭୁବନେଶ୍ୱର,୨୬ ।୩(ଓଡିଶା ଭାସ୍କର): କରୋନା ପାଇଁ ସାରା ଦେଶରେ ଲକ୍-ଡାଉନ୍ ଲାଗୁ ହୋଇଛି । ଏନେଇ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ଲୋକଙ୍କୁ ହଇରାଣ ହେବାକୁ ପଡୁଛି । ଏହାକୁ ଦୃଷ୍ଟିରେ ରଖି ମୋବାଇଲ ଭେଣ୍ଡି ସେବା ଆରମ୍ଭ…

ଦେଶରେ ଟୋଲ ଫି ଆଦାୟ ସାମୟିକ ବନ୍ଦ

ନୂଆଦିଲ୍ଲୀ,୨୬ ।୩: ସାରା ଦେଶରେ ଟୋଲ ଫି ଆଦାୟ ସାମୟିକ ଭାବେ ବନ୍ଦ କରାଯାଇଛି । କରୋନା ମୁକାବିଲା କରିବା ପାଇଁ ଦେଶରେ ଲକ୍-ଡାଉନ୍ ଘୋଷଣା କରାଯାଇଥିବା ବେଳେ ଜରୁରୀକାଳୀନ ସେବାକୁ ସରଳ କରିବାକୁ ଟୋଲ ଫି ଆଦାୟକୁ ବନ୍ଦ…

ୟୁନିଟ୍ -୧ ପରିବା ହାଟ ରାଜମହଲକୁ ସ୍ଥାନାନ୍ତର

ଭୁବନେଶ୍ୱର,୨୬ ।୩(ଓଡିଶା ଭାସ୍କର):ସାମାଜିକ ଦୂରତ୍ୱ ରକ୍ଷା ପାଇଁ ୟୁନିଟ-୧ ପରିବା ହାଟକୁ ସ୍ଥାନାନ୍ତରଣ କରାଯାଇଛି । ହାଟରେ ଜନଗହଳି ହେଉଥିବାରୁ ବିଏମସ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ହାଟ ପଛପଟେ ଥିବା…

କରୋନା ଭାଇରସ୍, ଦେଶରେ ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି

ନୂଆଦିଲ୍ଲୀ,୨୬ ।୩: ଦେଶରେ କରୋନା ଭାଇରସ୍ ଯୋଗୁଁ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୧୫ ଲୋକ ଏହି ଭାଇରସରେ କବଳରେ ଆସି ଜୀବନ ହାରିଛନ୍ତି । କରୋନା ଯୋଗୁଁ ମହାରାଷ୍ଟ୍ରରେ ୧ ଓ କଶ୍ମୀରରେ ଜଣଙ୍କର…

କରୋନାରେ ଗୁଜୁରାଟରେ ଆଉ ଜଣଙ୍କ ମୃତ୍ୟୁ

ଗୁଜୁରାଟ, ୨୫ା୩: ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । ଆଜି ଗୁଜୁରାଟରେ କରୋନାରେ ଆକ୍ରାନ୍ତ ଥିବା ଜଣେ ୮୫ବର୍ଷୀୟ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ଯେ ବୃଦ୍ଧା ଜଣଙ୍କ ବିଦେଶରୁ…

ଗୁରୁଦ୍ୱାରରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣ, ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି

କାବୁଲ,୨୫ ।୩: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଥିବା ଏକ ଗୁରୁଦ୍ୱାର ଉପରେ କିଛି ଆତଙ୍କବାଦୀମାନେ ଆଜି ଆତ୍ମଘାତୀ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ରୁ ୯ ଲୋକ ଗୁରୁତର ଆହତ…