Browsing Category
Top Stories
ସୂର୍ଯ୍ୟ ତିଆରି କଲା ଚୀନ୍, ଯାହାକି ଅସଲି ସୂର୍ଯ୍ୟଠାରୁ ୧୦ ଗୁଣା ଶକ୍ତିଶାଳୀ
ଦୁନିଆରେ ସୂର୍ଯ୍ୟ ପାଇଁ ଦିନ ଓ ରାତି ମଧ୍ୟରେ ଫରକ୍ ଜଣାପଡୁଛି । ମଣିଷଙ୍କ ସମେତ ପଶୁପକ୍ଷୀ ଓ ଉଦ୍ଭିଦକୁ ଜୀବିତ ରଖିବା ପାଇଁ ଆଲୋକ ଦେଉଥିବା ସୂର୍ଯ୍ୟ । କିନ୍ତୁ ଆପଣ ଜାଣନ୍ତି କି, ଚୀନର ବୈଜ୍ଞାନିକମାନେ ଏକ କୃତ୍ରିମ…
ପୁରୀରେ ପଞ୍ଜାବୀ ମଠ ସିଲ୍
ପୁରୀ,୨ ।୧୨(ଓଡିଶା ଭାସ୍କର): ପୁରୀରେ ପଞ୍ଜାବୀ ମଠ ସିଲ୍ କଲା ଜିଲ୍ଲା ପ୍ରଶାସନ । ଗତକାଲି ମଠରୁ କିଛି ପରିମାଣର କୋରେକ୍ସ ଥିବା ବୋତଲ ଏବଂ ବିପୁଳ ପରିମାଣର ଖାଲି କୋରେକ୍ସ ବୋତଲ ମିଳିଥିଲା । ଏନେଇ ମାଜିଷ୍ଟ୍ରେଟଙ୍କ…
ଆହାର କେନ୍ଦ୍ରକୁ ମିଳିଲା ଆଇଏସଓ ମାନ୍ୟତା
ଭୁବନେଶ୍ୱର,୨ା୧୨(ଓଡ଼ିଶା ଭାସ୍କର): ଆହାର କେନ୍ଦ୍ରକୁ ଆଇଏସଓ ମାନ୍ୟତା ମିଳିଛି । ରାଜ୍ୟରେ ଥିବା ସମସ୍ତ୧୫୮ଟି ଆହର କେନ୍ଦ୍ରକୁ ଆଇଏସଓ ପ୍ରମାଣପତ୍ର ମିଳିଛି । ଏହାସହ ୩୪ଟି ରୋଷେଇଶାଳକୁ ମଧ୍ୟ ଆଇଏସଓ ମାନ୍ୟତା ମିଳିଛି…
‘ମୋ ସରକାର’ ଅଧିନରେ ମହିଳା ଓ ଶିଶୁ ବିକାଶ
ଭୁବନେଶ୍ୱର,୨ ।୧୨(ଓଡିଶା ଭାସ୍କର): ରାଜ୍ୟ ସରକାରଙ୍କ ‘ମୋ ସରକାର’ରେ ସାମିଲ ହେଲା ମହିଳା ଓ ଶିଶୁ ବିକାଶ ବିଭାଗ । ପ୍ରଥମେ ମମତା କାର୍ଯ୍ୟକ୍ରମକୁ ସାମିଲ କରାଗଲା । ପରେ ମିସନ ଶକ୍ତିକୁ ସାମିଲ କରାଯିବ । ଏନେଇ ଆଜି…
କାଗଜ ଲାଇସେନ୍ସ ବନ୍ଦ କଲେ ଆରଟିଓ
ଭୁବନେଶ୍ୱର,୨ା୧୨(ଓଡ଼ିଶା ଭାସ୍କର): ଡିସେମ୍ବର ପହିଲାରୁ କଡ଼ାକଡ଼ି ଭାବେ ନୂଆ ଟ୍ରାଫିକ ନିୟମକୁ ଲାଗୁ କରାଯାଇଛି । ଟ୍ରାଫିକ ଉଲ୍ଲଙ୍ଘନକାରୀଙ୍କୁ ତଣ୍ଡ ଗଣିବାକୁ ପଡ଼ୁଛି । ଏନେଇ ଗାଡ଼ିର ଜରୁରୀ କାଗଜ ପତ୍ର କରିବା ପାଇଁ…
ଅଧ୍ୟାପିକାଙ୍କ ମୃତ୍ୟୁ ମାମଲା, ଆଇଆଇସି ନିଲମ୍ବିତ
ରାଇରଙ୍ଗପୁର,୨ା୧୨(ଓଡ଼ିଶା ଭାସ୍କର): ରାଇରଙ୍ଗପୁରରେ କଲେଜ ଛାତ୍ରୀନିବାସରେ ଅଧ୍ୟାପିକାଙ୍କ ମୃତ୍ୟୁ ଘଟଣା ଘଟିଥିଲା । ସେହି ଘଟଣାରେ ଆଜି ରାଇରଙ୍ଗପୁର ଝାରପୋଖରିଆ ଆଇଆଇସି ଶରତ ମହାଳିକ ନିଲମ୍ବିତ ହୋଇଛନ୍ତି ।…
ସପା ନେତାଙ୍କ ସହ ବିବାହ ରଚିଲେ କଂଗ୍ରେସ ପ୍ରବକ୍ତା ପଙ୍ଖୁଡି
ନୂଆନିଲ୍ଲୀ,୨ ।୧୨: କଂଗ୍ରେସ ମିଡିଆ ପୈନାଲିଷ୍ଟ ପଙ୍ଖୁଡି ପାଠକ ଆଜି ସମାଜବାଦୀ ପାର୍ଟୀର ନେତା ଅନିଲ ଯାଦବଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ରାଜଧାନୀ ଦିଲ୍ଲୀର ବସୁନ୍ଧରା ବାଟିକାରେ ହୋଇଥିବା ଏହି…
ଓଭର ସ୍ପିଡ଼ ପାଇଁ ଫାଇନ ଗଣିଲେ ୨୦ଡ୍ରାଇଭର
ଭୁବନେଶ୍ୱର, ୨ା୧୨(ଓଡ଼ିଶା ଭାସ୍କର): ଗତକାଲି ଟ୍ରାଫିକ ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଇଛି । ଏହାସହ ପୋଲିସ ନଥିଲେ ମଧ୍ୟ ସିସିଟିଭି ମାଧ୍ୟମରେ ସବୁ କଏଦ କରାଯାଉଛି । ସେହି ମାଧ୍ୟମରେ…
ସ୍ୱେଚ୍ଛାକୃତ ଅବସର ନେଲେ IAS ଗଗନ ଧଳ
ଭୁବନେଶ୍ୱର,୨ ।୧୨(ଓଡିଶା ଭାସ୍କର): ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଗଗନ ଧଳ ବ୍ୟକ୍ତିଗତ କାରଣରୁ ସ୍ୱେଚ୍ଛାକୃତ ଅବସର ନେଲେ । ଆଇଏଏସ୍ ଗଗନଙ୍କ ସ୍ୱେଚ୍ଛାକୃତ ଅବସରକୁ ଗ୍ରହଣ କରିଛନ୍ତି ରାଜ୍ୟ ସରକାର ।…
ଅଗ୍ନିଶମ ବିଭାଗର ନୂଆ ଡିଜି ହେଲେ ସୁନୀଲ ରାୟ
କଟକ,୨ ।୧୨(ଓଡିଶା ଭାସ୍କର): ଅଗ୍ନିଶମ ଓ ହୋମଗାର୍ଡ ବିଭାଗର ଡିଜି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ସୁନୀଲ ରାୟ । କଟକ ସ୍ଥିତ ଅଗ୍ନିଶମ ମୁଖ୍ୟାଳୟରେ ସେ ଦାୟିତ୍ୱ ନେଇଛନ୍ତି । 1987 ବ୍ୟାଚ୍ର IPS ଅଧିକାରୀ…