Browsing Category

Top Stories

ମହାରାଷ୍ଟ୍ର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଶିବସେନା, କଂଗ୍ରେସ ଓ ଏନସିପି

ମୁମ୍ବାଇ,୨୩ ।୧୧: ମହାରାଷ୍ଟ୍ର ରାଜନୀତିରେ ରାତାରାତି ବଦଳିଗଲେ ସରକାର । ମୁଖ୍ୟମନ୍ତ୍ରୀ ଭାବେ ଆଜି ସକାଳେ ବିଜେପିର ଦେବେନ୍ଦ୍ର ଫଡନାଭିସ ଶପଥ ନେଇଥିବା ବେଳେ ଉପ-ମୁଖ୍ୟମନ୍ତ୍ରୀ ଭାବେ ଏନସିପିର ଅଜିତ ପାୱାର ଶପଥ…

ବିଜେଡିରେ ମିଶିଲେ ପ୍ୟାରୀଙ୍କ ବଡ ଝିଅ ସିକ୍ତା

ଭୁବନେଶ୍ୱର,୨୩ ।୧୧(ଓଡିଶା ଭାସ୍କର): ବିଜୁ ଜନତା ଦଳ ବା ବିଜେଡିରେ ଯୋଗ ଦେଇଛନ୍ତି ସମାଜସେବୀ ସିକ୍ତା ମହାପାତ୍ର । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ଆଜି ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଛନ୍ତି ।…

ଜନଜାତୀ କଳା ସାମଗ୍ରୀ ପ୍ରଦର୍ଶନୀ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବେନଶ୍ୱର,୨୩ ।୧୧(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଜାତୀୟ ଜନଜାତୀ କଳା ସାମଗ୍ରୀ ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି । ରାଜ୍ୟ ଜନଜାତି ସଂଗ୍ରହାଳୟରେ ଏହାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

୫-ଟିକୁ ନୀତି ଆୟୋଗର ପ୍ରଂଶସା

ନୂଆଦିଲ୍ଲୀ,୨୩ ।୧୧: ଓଡିଶା ସରକାର ଦ୍ୱାରା ପରିଚାଳିତ ହେଉଥିବା ୫-ଟି ବ୍ୟବସ୍ଥାକୁ ପ୍ରଂଶସା କରିଛି ନୀତି ଆୟୋଗ । ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାରେ ଲାଗୁ ହୋଇଛି ୫-ଟି । ଅନୁକୂଳ ସ୍କୁଲ ବାତାବରଣରେ…

ବିହାରର ଲେଫ୍ଟନାଣ୍ଟ ଶିବାଙ୍ଗି ହେବେ ନୌସେନାର ପ୍ରଥମ ମହିଳା ପାଇଲଟ୍

ନୂଆଦିଲ୍ଲୀ,୨୩ ।୧୧: ଭାରତୀୟ ନୌସେନାରେ ପ୍ରଥମ ମହିଳା ପାଇଲଟ ଭାବେ ଲେଫ୍ଟନାଣ୍ଟ ଶିବାଙ୍ଗି ୨ ଡିସେମ୍ବରକୁ କାର୍ଯ୍ୟରେ ଯୋଗ ଦେବେ । ଶିବାଙ୍ଗି କୋଚ୍ଚୀରେ ଅପରେସନାଲ ଡ୍ୟୁଟିରେ ସାମିଲ ହେବେ । ସେ ୨ ଡିସେମ୍ବରରେ…

ସମର୍ଥନ ଦେଉଥିବା ୯ ଏନସିପି ବିଧାୟକଙ୍କୁ ରାଜ୍ୟ ବାହାରକୁ ପଠାଇଲା ବିଜେପି

ମୁମ୍ବାଇ,୨୩ ।୧୧: ମହାରାଷ୍ଟ୍ରରେ ରାଜନୀତିରେ ଆଜି ସକାଳେ ବଡ ହେରାଫେରି ହୋଇଛି । ମୁଖ୍ୟମନ୍ତ୍ରୀ ଭାବେ ବିଜେପିର ଦେବେନ୍ଦ୍ର ଫଡନାଭିସ ଶପଥ ନେଇଥିବା ବେଳେ ଉପ-ମୁଖ୍ୟମନ୍ତ୍ରୀ ଭାବେ ଏନସିପିର ଅଜିତ ପାୱାର ଶପଥ…

ପିଲାଙ୍କୁ ଛାଡି ପ୍ରେମିକ ସହ ମାଆ ଫେରାର

କଟକ,୨୩ ।୧୧(ଓଡିଶା ଭାସ୍କର): ରାସ୍ତା କଡରେ ୨ ପିଲାଙ୍କୁ ଛାଡି ପ୍ରେମିକ ସହ ଫେରାର ହୋଇଛି ମାଆ । ଏଭଳି ଏକ ଅଭାବନୀୟ ଘଟଣା କଟକ ଚାଉଳିଆଗଞ୍ଜରେ ଆଜି ଦେଖିବାକୁ ମିଳିଛି । ଛାଡିଯାଇଥିବା ୮ ବର୍ଷର ଝିଅ ଓ ୪ ବର୍ଷ…

ଶହେ ଛୁଇଁଲା ପିଆଜ ଦର

କଟକ,୨୩ା୧୧(ଓଡ଼ିଶା ଭାସ୍କର): ସାରା ରାଜ୍ୟରେ ଖାଉଟିଙ୍କୁ କନ୍ଦାଉଛି ପିଆଜ । ପରିବା ବଜାରରେ ସବୁଠାରୁ ମହଙ୍ଗା ଏବେ ପିଆଜ । କଟକରେ ଶହେ ଟଙ୍କା ପିଆଜ ଦର ଟପିଥିବା ସୂଚନା ମିଳିଛି । ୨୪ଘଣ୍ଟାରେ ପିଆଜ ଦର ୨୦ଟଙ୍କା…

ଅଜିତ ପାୱାରଙ୍କ ସହ ଯାଇଥିବା ୮ବିଧାୟକ ମଧ୍ୟରୁ ୫ଜଣ ଫେରିଲେ: ସଞ୍ଜୟ ରାଉତ

ମହାରାଷ୍ଟ୍ର,୨୩ା୧୧: ମହାରାଷ୍ଟ୍ରରେ ମୋଡ଼ ଏବେ ବଦଳିଯାଇଛି । ବିଜେପିକୁ ସମର୍ଥନ ଦେଇଛନ୍ତି ଏନସିପି ନେତା ଅଜିତ ପାୱାର । ମହାରାଷ୍ଟ୍ର ରାଜନୀତି ନେଇ ଶିବସେନା ନେତା ସଞ୍ଜୟ ରାଉତ ସୂଚନା ଦେଇଛନ୍ତି । ସେ କହିଛନ୍ତି…

ଭୁବନେଶ୍ୱରରେ ଗଡିଲା ଇଲେକ୍ଟ୍ରି ବସ୍

ଭୁବନେଶ୍ୱର,୨୩ ।୧୧(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଇଲେକ୍ଟ୍ରି ବସ୍ ଚଳାଚଳ ପାଇଁ ଚାଲିଛି ବିଡ୍ ପ୍ରକ୍ରିୟା । ଆଜି ପରୀକ୍ଷାମୂଳକ ଭାବେ ରାଜଧାନୀରେ ଗଡିଛି ଇଲେକ୍ଟ୍ରି ବସ୍ । ଜଣେ ବିଡର ୧୦ ଦିନ ପାଇଁ…