Browsing Category

Top Stories

ରାଜ୍ୟରେ ବଢ଼ୁଛି ମୃତ୍ୟୁ ସଂଖ୍ୟା, ଆଜି ଆଉ ୧୧ ଜୀବନ ନେଲା ମହାମାରୀ କରୋନା

ଭୁବନେଶ୍ୱର, ୨ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୩୨୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୩ ଓ ଖୋର୍ଦ୍ଧା ଜିଲ୍ଳାରୁ ୨ଜଣ , ବାଲେଶ୍ୱର,…

ରାଜ୍ୟର ୨୯ ଜିଲ୍ଲାରୁ ଆଜି ୩୨୧୯ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ

ଭୁବନେଶ୍ୱର, ୨ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ସର୍ବାଧିକ ୨୯ ଜିଲ୍ଲାରୁ ୩୨୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୯୩୧ ଓ ସ୍ଥାନୀୟ ଅଞ୍ଚଳରୁ…

ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ହୋଇ ଜାଳିଦେଲେ ବସ୍

କେନ୍ଦ୍ରାପଡ଼ା, ୨ା୯(ଓଡ଼ିଶା ଭାସ୍କର): କେନ୍ଦ୍ରାପଡ଼ା ଜାତୀୟ ରାଜପଥର ହଳଦିଆଗଡ଼ା ଛକରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସେଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ସ୍କୁଟିକୁ ବସ ଧକ୍କା ଦେଇଛି । ବସ୍ ଧକ୍କାରେ…

ଗୁରୁ କେଳୁଚରଣ ପୁରସ୍କାର ଘୋଷିତ, ଭର୍ଚୁଆଲ ଉତ୍ସବରେ ପୁରସ୍କୃତ କରିବେ ରାଜ୍ୟପାଳ

ଭୁବନେଶ୍ୱର, ୨ା୯(ଓଡ଼ିଶା ଭାସ୍କର): ଆଜି ଗୁରୁ କେଳୁଚରଣ ପୁରସ୍କାର ଘୋଷଣା କରାଯାଇଛି । ରାଜଗୋପାଳ ମିଶ୍ର ଏକବର୍ଷର ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ପାଇବେ । ଜୀବନବ୍ୟାପୀ ସାଧନା ପାଇଁ ସିନେମାଟୋଗ୍ରାଫର…

ବିପଦ ମୁହାଁ ଭାରତ! ଗୋଟିଏ ଦିନରେ ୭୮,୩୫୭ ଆକ୍ରାନ୍ତ ଚିହ୍ନଟ ଓ ୧୦୪୫ ଜଣ ମୃତ

ନୂଆଦିଲ୍ଲୀ, ୨ା୯: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଗତ ୨୪ଘଣ୍ଟାରେ ୭୮,୩୫୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୪୫ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ କରୋନା…

ବାହାଘରରେ ପୁଅ-ଝିଅକୁ କାହିଁକି ଲଗାଯାଏ ହଳଦୀ ?

ବାହାଘରକୁ ନେଇ ହିନ୍ଦୁ ଧର୍ମରେ ଅନେକ ରୀତି ନୀତି ରହିଛି । ବାହାଘର ପୂର୍ବରୁ ହଳଦୀ ଲଗାଇବା ମଧ୍ୟ  ଏକ ପରମ୍ପରା ରହିଛି  । ତେବେ ଜାଣନ୍ତି କି ବାହାଘରରେ କାହିଁକି ହଳଦୀ ଲଗାଯାଏ? ହଳଦି ଲଗାଇବା ବହୁତ ଶୁଭ ବୋଲି…

ଧନିଆ ପତ୍ର ଜୁସ୍ ପିଇଲେ କେଉଁ ସବୁ ଫାଇଦା ମିଳେ ଜାଣନ୍ତୁ

ଧନିଆ ପତ୍ର ତରକାରୀ ହେଉ କିମ୍ବା ଯେକୌଣସି ଖାଦ୍ୟରେ ପକାଇଲେ ଖାଇବାକୁ ଅତ୍ୟନ୍ତ ସୁଆଦିଆ ଲାଗିଥାଏ। ଖାଦ୍ୟକୁ ପ୍ଲେଟ୍‌ରେ ସଜାଇବା ପାଇଁ ମଧ୍ୟ ଆମେ ଧନିଆପତ୍ରର ବ୍ୟବହାର କରିଥାଉ। ଖାଦ୍ୟର ସ୍ୱାଦ ବଢ଼ାଉଥିବା ଧନିଆପତ୍ର…

ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ କରୋନା

ବ୍ରହ୍ମପୁର, ୧ା୯(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଧାୟକ ଠାରୁ ଆରମ୍ଭ କରି ମନ୍ତ୍ରୀ କରୋନାରେ ସଂକ୍ରମିତ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବ୍ରହ୍ମପୁର ବିଧାୟକ ବିକ୍ରମ…