Browsing Category
Top Stories
ରାଜ୍ୟର ଆଉ ଜଣେ ବିଧାୟକଙ୍କୁ କରୋନା
ଭୁବନେଶ୍ୱର, ୧୪ା୯(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଧାୟକ ଠାରୁ ଆରମ୍ଭ କରି ମନ୍ତ୍ରୀ କରୋନାରେ ସଂକ୍ରମିତ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବିଜେଡି ବିଧାୟକ ପ୍ରଦୀପ…
ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୮୦ ହଜାର ୭୬୬ କୁ ବୃଦ୍ଧି
ନୂଆଦିଲ୍ଲୀ,୧୫ ।୯:ସାରା ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଏହାରି ମଧ୍ୟରେ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୮୦ ହଜାର ୭୬୬ କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୦୫୪ ଜଣ…
ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ଦିନ
ନୂଆଦିଲ୍ଲୀ,୧୫/୯: ଆଜି ସଂସଦର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ । ସକାଳ ୯ଟାରେ ଚାଲିବ ରାଜ୍ୟସଭା ଓ ଅପରାହ୍ନ ୩ଟାରେ ଲୋକସଭା ବସିବ। କରୋନା ମହାମାରୀ ଯୋଗୁଁ କୋଭିଡ୍ କଟକଣା ଭିତରେ ଗୃହକାର୍ଯ୍ୟ ହେଉଛି। ତେବେ…
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ
ଭୁବନେଶ୍ୱର, ୧୫/୯(ଓଡିଶା ଭାସ୍କର): ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ଦିନ ୧୧ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ ହେବ। ବହୁ…
ତରଭୁଜ ମଞ୍ଜିରୁ ମିଳିଥାଏ ଏହି ଫାଇଦା
ତରଭୁଜ ହେଉଛି ଏକ ପୁଷ୍ଟିକର ଫଳ। କିନ୍ତୁ ଆପଣ କ'ଣ ଜାଣନ୍ତି କି ତରଭୁଜର ମଞ୍ଜି ମଧ୍ୟ ଖୁବ ପୁଷ୍ଟିକର। ଏହା ଖାଇବା ଦ୍ୱାରା ଅନେକ ଉପକାର ମିଳିଥାଏ। ତରଭୁଜ ମଞ୍ଜିରେ ପ୍ରଚୁର ମାତ୍ରାରେ ଆଇରନ୍ ,ଜିଙ୍କ୍, ପ୍ରୋଟିନ୍ ଓ…
ସଫା ଦାନ୍ତ ଏବଂ ମଜଭୁତ ମାଢି ପାଇଁ ଖାଆନ୍ତୁ ଏହି ଖାଦ୍ୟ
ସଫା ଦାନ୍ତ ଏବଂ ମଜଭୁତ ମାଢି ଦେଖିବାକୁ ସୁନ୍ଦର ଦେଖା ଯାଇଥାଏ। ମାଢ଼ି ଦୁର୍ବଳ ହୋଇଗଲେ ଦାନ୍ତ ଦରଜ ହେବା ସହ ଖାଦ୍ୟ ଚୋବାଇବାରେ ଅସୁବିଧା ହୋଇଥାଏ। ଦାନ୍ତକୁ ମଜଭୁତ ରଖିବା ପାଇଁ ହେଲେ ଏଥିପାଇଁ ବିଶେଷ ଖାଦ୍ୟପେୟ…
Government bans export of all kind of onions with immediate effect
To control the surge of price of onions in domestic market, the government banned the export of all kinds of onion with immediate effect.
Heavy rains and flooding in the Nasik…
ଖୁସି ଖବର: ରାଜ୍ୟରେ ଆଜି ୩୩୮୨ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର, ୧୪/୯ (ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୩୩୮୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ୧୨୨୦୨୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…
ଆଶୀର୍ବାଦ ବେହେରାଙ୍କୁ କ୍ଲିନଚିଟ୍
ଭୁବନେଶ୍ୱର, ୧୪ା୯(ଓଡ଼ିଶା ଭାସ୍କର): କଟକ ବାରବାଟୀ ପ୍ୟାଲେସ ମାମଲାରେ ଆଶୀର୍ବାଦ ବେହେରାଙ୍କୁ କ୍ଲିନଚିଟ ମିଳିଛି । ସୁପ୍ରିମକୋର୍ଟରେ ଚାଲିଥିବା ଏହି ମାମଲାରେ ସିବିଆଇ ପକ୍ଷରୁ ଚୂଡ଼ାନ୍ତ ରିପୋର୍ଟ ଦାଖଲ ହୋଇଥିଲା ।…
ଲାଞ୍ଚ ନେଇ ଗୁଟଖା ଗାଡ଼ି ଛାଡ଼ିବା ପଡ଼ିଲା ମହଙ୍ଗା, ୪ ପୋଲିସ ନିଲମ୍ବିତ
ବ୍ରହ୍ମପୁର, ୧୪ା୯(ଓଡ଼ିଶା ଭାସ୍କର): ବ୍ରହ୍ମପୁରରେ ଲାଞ୍ଚ ମାଗି ଗୁଟଖା ଗାଡ଼ି ଛାଡ଼ିବା ପଡ଼ିଲା ମହଙ୍ଗା । ଏହି ଘଟଣାରେ ଆଜି ୪ଜଣ ପୋଲିସ କନେଷ୍ଟବଳ ନିଲମ୍ବନ ହୋଇଛନ୍ତି । ସେମାନଙ୍କୁ ନିଲମ୍ବିତ କରିଛନ୍ତି ଏସପି ।…