
Browsing Category
ଖବର
ଆଜି ଚିତାଲାଗି ଅମାବାସ୍ୟା, ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ
ପୁରୀ: ଆଜି 4 ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ । ଚିତାଲାଗି ଅମାବାସ୍ୟା ନୀତି ଯୋଗୁଁ ଦର୍ଶନ ବନ୍ଦ । ମହାପ୍ରଭୁଙ୍କ ମସ୍ତକରେ ଲାଗୁ ହେବ ସୁବର୍ଣ୍ଣ ଚିତା । ଅପରାହ୍ନ 2ଟା 30ରୁ ସନ୍ଧ୍ଯା 6ଟା 30 ଯାଏଁ ଚାଲିବ…
ବଙ୍ଗୋପସାଗରେ ସୃଷ୍ଟି ହେଲା ଲଘୁଚାପ, 19 ଜିଲ୍ଲାରେ ପ୍ରବଳ ବର୍ଷିବ
ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି । ଆଗାମୀ 48 ଘଣ୍ଟାରେ ଆହୁରି ଘନିଭୂତ ହେବ । ଅଧିକ ଘନିଭୂତ ହେବା ପାଇଁ ଅନୁକୂଳ ରହିଛି ପାଗ । ଏହାର…
ଆପଣ ଗାଧୋଇବା ବେଳେ ଏହି ଭୁଲ୍ କରୁଛନ୍ତି କି… ହୋଇପାରେ ବ୍ରେନ୍ଷ୍ଟ୍ରୋକ୍
ଓଡ଼ିଶାଭାସ୍କର: ଆଜିକାଲି ପ୍ରାୟ ହାର୍ଟଆଟାକ୍ ଓ ବ୍ରେନ୍ଷ୍ଟ୍ରୋକ୍ ବାର୍ଥରୁମରେ ହେବା ଦେଖାଯାଉଛି। ଏଥିରୁ ରକ୍ଷା ପାଇବା ପାଇଁ ପ୍ରଥମେ ଠିକ୍ ଉପାୟରେ ସ୍ନାନ କରିବା ଦରକାର। ଆଜିକାଲି ଭୁଲ୍ ସ୍ନାନ ପ୍ରଣାଳି ହିଁ…
ଏହି ବ୍ୟାଙ୍କର ଲାଇସେନ୍ସ ରଦ୍ଦ କଲା RBI, ନିଜ ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେନି ଗ୍ରାହକ
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଆଉ ଏକ ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରିଛି। ଗ୍ରାହକମାନେ ନିଜ ଆକାଉଣ୍ଟରୁ ଏଣିକି ଟଙ୍କା ଉଠାଇ ପାରିବେ ନାହିଁ। ଏହି ବ୍ୟାଙ୍କର ଲାଇସେନ୍ସ ବାତିଲ କଲା RBI।
ଏକ ବଡ଼…
ବଜ୍ରପାତ ଯୋଗୁଁ ବିଶ୍ୱରେ ପ୍ରତିବର୍ଷ କେତେ କ୍ଷତି ହୁଏ, ଜାଣିଲେ ଉଡ଼ିଯିବ ହୋସ୍
ନୂଆଦିଲ୍ଲୀ: ବଜ୍ରପାତ ଏବେ ଅଧିକାଂଶ ସମୟରେ ହେଉଛି। ହେଲେ ଆପଣଙ୍କ ମନରେ କେବେ ପ୍ରଶ୍ନ ଆସିଛି ଏହି ବଜ୍ରପାତ ବିଶ୍ୱରେ କେତେ କ୍ଷୟକ୍ଷତି କରାଏ। ହଁ ବଜ୍ରପାତ ଯୋଗୁଁ ପ୍ରତିବର୍ଷ ବିଶ୍ୱର ଅନେକ କ୍ଷୟକ୍ଷତି ହୁଏ। ଯାହା…
ଚିତାଲାଗି ଅମାବାସ୍ୟାରେ ଗୁରୁ ପୁଷ୍ୟ ଯୋଗର ଶୁଭ ସଂଯୋଗ, ୪ ରାଶିର ଚମକିବ ଭାଗ୍ୟ, ଅକସ୍ମାତ ହେବ ଧନ ବର୍ଷା
ଓଡ଼ିଶା ଭାସ୍କର: ଉତ୍ତର ଭାରତରେ ଚିତାଲାଗି ଅମାବାସ୍ୟାକୁ ହରିୟାଲୀ ଅମାବାସ୍ୟା ଭାବେ ପାଳନ କରାଯାଇଥାଏ । ତେବେ ଆସନ୍ତା କାଲି ହେଉଛି ହରିୟାଲୀ ଅମାବାସ୍ୟା ବା ଚିତାଲାଗି ଅମାବାସ୍ୟା । ଏହି ଦିନ ଗୁରୁ ପୁଷ୍ୟ ଯୋଗର ଏକ…
“ତୁ ଘରଛାଡ଼ି ପଳା ନହେଲେ ସିଏ ତତେ ମାରିଦେବେ” ସ୍ୱାମୀ ଡ଼ରରେ ନାବାଳିକା ପୁଅକୁ ଘରୁ ବିଦା କରିଦେଲା ମାଆ!
ନୂଆଦିଲ୍ଲୀ: ରବି କିଶନ କେବଳ ସିନେମାରେ ନୁହେଁ ବରଂ ରାଜନୈତିକ ଜଗତରେ ମଧ୍ୟ ଏକ ଜଣାସୁଣା ନାମ। କିନ୍ତୁ ଏହି ଯାତ୍ରା ତାଙ୍କ ପାଇଁ ଆଦୌ ସହଜ ନଥିଲା। ସେ ଏହି ଜାଗାରେ ପହଞ୍ଚିବା ପାଇଁ ବର୍ଷ ବର୍ଷ ଧରି ସଂଘର୍ଷ…
ଶତ୍ରୁର ଡ୍ରୋନକୁ ଧ୍ବଂସ କରିବାକୁ ଅସ୍ତ୍ର ତିଆରି କଲା ପାକିସ୍ତାନର ବନ୍ଧୁ, ଭାରତର ବଢିଲା ଟେନସନ
ନୂଆଦିଲ୍ଲୀ: ବଢିଲା ଭାରତର ଟେନସନ । ଶତ୍ରୁର ଡ୍ରୋନକୁ ଆକାଶରେ ଧ୍ବଂସ କରିବାକୁ ଅସ୍ତ୍ର ତିଆରି କଲା ପାକିସ୍ତାନର ବନ୍ଧୁ ଦେଶ ତୁର୍କୀ । ପାକିସ୍ତାନର ବନ୍ଧୁ ତୁର୍କୀ ଏପରି ଏକ ଉଦ୍ଭାବନ କରିଛି, ଯାହା ଏପର୍ଯ୍ୟନ୍ତ…
ମାଞ୍ଚେଷ୍ଟରରେ ବ୍ୟାଟିଂ କରିବା ସମୟରେ ଯଶସ୍ୱୀ ଜୟସ୍ୱାଲଙ୍କ ସହ ଘଟିଗଲା ବଡ଼ ଅଘଟଣ!
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ଜୁଲାଇ ୨୩ ତାରିକ ଅର୍ଥାତ୍ ଆଜିଠାରୁ ମାଞ୍ଚେଷ୍ଟରରେ ଆରମ୍ଭ ହୋଇଛି। ଏହି ମ୍ୟାଚରେ ଭାରତୀୟ ଟିମକୁ ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ମିଳିଛି।…
ଦେଢ କୋଟିର ଗଞ୍ଜେଇ ସହ ମୋଷ୍ଟ ୱାଣ୍ଟେଡ ଗଞ୍ଜେଇ ମାଫିଆ ଗିରଫ, ନାଁରେ ଅଛି ମାଳମାଳ ଅପରାଧିକ ମାମଲା
ଭୁବନେଶ୍ବର: ଗଞ୍ଜେଇ ମାଫିଆ ଲଳିତ ଭୂଜବଳ ଗିରଫ । ଜବତ ହେଲା ଦେଢ କୋଟି ଟଙ୍କାର ଗଞ୍ଜେଇ । ଲଳିତ ନାଁରେ ଓଡ଼ିଶାରେ ରହିଛି ମାଳମାଳ ଅପରାଧିକ ମାମଲା । କେବଳ ପାରାଦୀପରେ ରହିଛି 17ଟି ମାମଲା ।
ଏସଟିଏଫ୍ ପାଇଁ ଲଳିତ…