
Browsing Category
ଖବର
ବାପାର ନିଶା ଛଡ଼ାଇବାକୁ କୁନି ପୁଅର ମାନସିକ, ପାଣି ନେଇ ଦିଲ୍ଲୀରୁ କେଦାରନାଥ
ନୂଆଦିଲ୍ଲୀ: ଚାଲିଛି ଶ୍ରାବଣ ମାସ। ଭୋଳାନାଥଙ୍କ ମନ୍ଦିରରେ କାଉଡିଆଙ୍କ ଭିଡ଼ ଲାଗୁଛି। ଶଙ୍କର ଭଗବାନଙ୍କୁ ପାଣି ଢ଼ାଳି ମାନସିକ ପୁରଣ କରିବାକୁ ଅନେକ ମନ୍ଦିରରେ କାଉଡିଆଙ୍କ ଗହଳି।
ପ୍ରଥମ ଶ୍ରାବଣ ସୋମବାର ସରିଥିବା…
୧୮୦ କୋଟିର ଫିଲ୍ମ ରିଜେକ୍ଟ କଲେ ହ୍ରିତିକ୍, ସୁପରଷ୍ଟାର ହୋଇଗଲେ ପ୍ରଭାସ
ନୂଆଦିଲ୍ଲୀ: ୧୮୦ କୋଟିର ବଡ଼ ପ୍ରୋଜେକ୍ଟ। ହେଲେ ରିଜେକ୍ଟ କରିଦେଲେ ବଲିଉଡର ଷ୍ଟାର ହ୍ରିତିକ୍ ରୋଶନ। ଏହା ପଛରେ ବି ରହିଛି ଅନେକ ବଡ଼ କାରଣ। ତେବେ ଏହି ଫିଲ୍ମର ଚର୍ଚ୍ଚା ହେଉଛି, କିନ୍ତୁ ଘଟଣାଟି ୧୦ ବର୍ଷ ତଳର।…
“ନାବାଳିକାକୁ ନିଆଁ ଲଗାଇ ଜାଳିଦେଲେ, ହେଲେ କୁମ୍ଭକର୍ଣ୍ଣ ନିଦରେ ଶୋଇଛନ୍ତି ସରକାର”; ନବୀନ ପଟ୍ଟନାୟକ
ବଳଙ୍ଗା: ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ବିରୋଧୀ ଦଳ ନେତାଙ୍କ କ୍ଷୋଭ। ଅସନ୍ତୋଷ ଝାଡ଼ିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
କହିଲେ ସପ୍ତାହକ ଭିତରେ ସ୍ପଷ୍ଟ ଦିବାଲୋକରେ ଦୁଇ ଦୁଇଟି ଘଟଣା ଘଟିଲା। ପ୍ରତ୍ୟେକ…
ସୁଇସାଇଡ୍ ନୋଟରେ ଅଧ୍ୟାପକଙ୍କ ନାଁ ଲେଖି… ଝୁଲି ପଡ଼ିଲେ ଛାତ୍ରୀ
ନୂଆଦିଲ୍ଲୀ: ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଏଫଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଖବର ଏବେ ଚାରିଆଡ଼େ ଚର୍ଚ୍ଚାରେ ଥିବା ବେଳେ ଗ୍ରେଟର ନୋଇଡାର ଶାରଦା ୟୁନିଭର୍ସିଟିରେ ଘଟିଛି ସମାନ ଘଟଣା।
ବିଡିଏସ ସେକେଣ୍ଡ ଇୟର ଛାତ୍ରୀ…
ନାବାଳିକାକୁ ଘରୁ ଉଠାଇ ନେଇ କଲେ ଦୁଷ୍କର୍ମ, 2 ଦିନ ପରେ ଜଙ୍ଗଲରୁ ଉଦ୍ଧାର
ଦିଗପହଣ୍ଡି: ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ନାବାଳିକାକୁ ଘରୁ ଉଠାଇ ନେଇ ଦୁଷ୍କର୍ମ କଲେ ଦୁର୍ବୃତ୍ତ ।
ଜଙ୍ଗଲରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ଦୁର୍ବୃତ୍ତ ଛାଡ଼ି ପଳାଇଥିଲା । 2…
ଏହି ୩ ରାଶିର ଜୀବନରେ ରୋମାନ୍ସ ଭରିଦେବ ଶ୍ରାବଣର ଏହି ମାସ
ଓଡ଼ିଶାଭାସ୍କର: ଶ୍ରାବଣ ମାସର ଏକ ନୂଆ ସପ୍ତାହ ଆରମ୍ଭ ହେବାକୁ ଯାଉଛି। ଏହି ସପ୍ତାହ ମେଷ, ବୃଷ, ମିଥୁନ ସମେତ ସମସ୍ତ ୧୨ଟି ରାଶି ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହେବ।
ତେବେ ଆସନ୍ତୁ ଜାଣିବା ଜଣେ ପ୍ରସିଦ୍ଧ…
ରାସ୍ତାରୁ ହଟିଲେ Ola-Uber-Rapido, କାହିଁକି ଅନିର୍ଦ୍ଦିଷ୍ଟ କାଳ ପାଇଁ କଲେ ଧର୍ମଘଟ ?
ମୁମ୍ବାଇ: ରାସ୍ତାରେ ଆଉ ଦେଖିବାକୁ ମିଳୁନି Ola-Uber-Rapido। କମ୍ ରୋଜଗାର ଏବଂ ଭଲ ସୁବିଧାକୁ ଦୃଷ୍ଟିରେ ରଖି ଅନିର୍ଦ୍ଦିଷ୍ଟ କାଳ ପାଇଁ କରିଛନ୍ତି ଧର୍ମଘଟ । ଇନ୍ଧନ ମୂଲ୍ୟ ବୃଦ୍ଧି ଏବଂ ଆପ୍ କମ୍ପାନୀଗୁଡ଼ିକର ଉଚ୍ଚ…
ଫେଲ ମାରିଲା ମନ୍ଦିରରୁ ଚୋରି ପ୍ଲାନ, ନିଦ୍ରାଦେବୀ କରିଦେଲେ ସବୁ ଗଡ଼ବଡ଼
ଝାରଖଣ୍ଡ: ନିଶା କଲା କଲବଲ। ନିଶା ଏମିତି ଥିଲା ଯେ ବୁଦ୍ଧି ହଜି ଯାଉଥିଲା। ନିଶା ହାଲତରେ ଚୋର ମନ୍ଦିରରୁ ଲୁଟ୍ କରିବାକୁ ଯାଇଥିଲା ଆଉ ତାପର କଥା ଶୁଣିଲେ ଆପଣ ମଧ୍ୟ ହେବେ ଆଶ୍ଚର୍ଯ୍ୟ।
ଝାରଖଣ୍ଡ ରାଜଧାନୀ ରାଂଚିରେ…
ଶ୍ରାବଣ ମାସରେ ଆମିଷ ବିକ୍ରି କୁ ନେଇ ହଙ୍ଗାମା, ଆମେ ଖାଇବୁନି କାହାକୁ ଖାଇବାକୁ ବି ଦେବୁନି
ଉତ୍ତରପ୍ରଦେଶ: ଏବେ ଚାଲିଛି ଶ୍ରାବଣ ମାସ। ତେଣୁ ସୋମବାରରେ ପ୍ରତ୍ୟେକ ଶିବ ମନ୍ଦିରରେ କାଉଁଡିଆଙ୍କ ଭିଡ଼ ଦେଖିବାକୁ ମିଳୁଛି। ଯେହେତୁ ଶ୍ରାବଣ ମାସ ଚାଲିଛି ତେଣୁ ଆମିଷ ଦୋକାନରେ ଆଉ ପୂର୍ବପରି ଭିଡ଼ ଦେଖିବାକୁ…
ଆଉ ନାହାଁନ୍ତି ଏହି ଫେମସ୍ ଅଭିନେତା, ଅର୍ଥ ଅଭାବରୁ ଚାଲିଗଲା ଜୀବନ
ତେଲେଙ୍ଗାନା: ଆଉ ନାହାଁନ୍ତି ଏହି ହାସ୍ୟ ଅଭିନେତା । ଅର୍ଥ ଅଭାବରୁ ମାତ୍ର 53 ବର୍ଷ ବୟସରେ ଚାଲିଗଲା ଜୀବନ । ତାଙ୍କର କମେଡି ଅଭିନୟ ପାଇଁ ସେ ଘରେ ଘରେ ଲୋକପ୍ରିୟ । ସେ ହେଉଛନ୍ତି ତେଲୁଗୁ ସିନେମାର ପ୍ରବୀଣ ତଥା …