Browsing Category

ଖବର

ବାଣୀବିହାର ଛାତ୍ରବାସରେ ଅଣଛାତ୍ରଙ୍କ ଦୌରାତ୍ମ୍ୟ, ୱାର୍ଡେନ୍‌ଙ୍କୁ ବିରୋଧ କରି ଗେଟ୍‌ରେ ତାଲା

ଭୁବନେଶ୍ୱର: ଅଣଛାତ୍ରଙ୍କୁ ନେଇ ବାଣୀବିହାର ଉତ୍ତେଜନା। ଯାଞ୍ଚ କରିବାକୁ ଆସୁଥିବା ୱାଡେନଙ୍କୁ ପଶିବାକୁ ଦେଲେନି ଅଣଛାତ୍ର। ଗୋପବନ୍ଧୁ ହଷ୍ଟେଲ୍‌ରେ ୱାର୍ଡେନ୍‌ଙ୍କୁ ବିରୋଧ କରି ଗେଟ୍‌ରେ ତାଲା ପକାଇଲେ ଅଣଛାତ୍ର।…

ଆଲର୍ଟ ଜାରି, ୨୪ ଘଣ୍ଟାରେ ପ୍ରବଳ ଛେଚିବ, ୫ ଦିନ ଯାଏଁ ଓଡ଼ିଶାବାସୀଙ୍କୁ ନିସ୍ତାର ନାହିଁ

ଭୁବନେଶ୍ୱର: ପଛକୁ ପଛ ଲଘୁଚାପ। ବର୍ଷାରେ ବେହାଲ ଗାଁଠୁ ସହର। ରାଜ୍ୟରେ ଆହୁରି ୫ ଦିନ ବର୍ଷା ଓ୍ୱାର୍ଣ୍ଣିଂ। ପାଣିପାଗ ବିଭାଗର ପୂର୍ବାନୁମାନ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ। ଫଳରେ ଆଗାମୀ ୫ ଦିନ…

ଉପରମୁଣ୍ଡରେ ପ୍ରବଳ କାଚୁଛି, ଖୋଲିଲା ହୀରାକୁଦର ୬ଟି ଗେଟ୍‌

ସମ୍ବଲପୁର: ପ୍ରଥମେ ଦୁଇଟି ଗେଟ୍ ପରେ ୪ଟି ଗେଟ୍‌, ମୋଟ ୬ଟି ଗେଟ୍ ଖୋଲିଛି ହୀରାକୁଦ ଜଳଭଣ୍ଡାର। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମର ଜଳସ୍ତର ବଢ଼ୁଥିବାରରୁ ଖୋଲିଲା ଆଉ ୪ଟି ଗେଟ୍‌। ମୋଟ ୬ଟି…

ଏସିଆ କପ୍ ପୂର୍ବରୁ ଆସିଲା ବଡ଼ ଖବର, ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ମିଳିବନି ଟିକେଟ୍! ଏହି ଉପାୟରେ ଦେଖିପାରିବେ ମ୍ୟାଚ୍…

ନୂଆଦିଲ୍ଲୀ: ଆଉ ମାତ୍ର କେଇ ଦିନର ଅପେକ୍ଷା। ସେପ୍ଟେମ୍ୱର ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍ ୨୦୨୫। ଆଉ ଏସିଆ କପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ୧୪ ସେପ୍ଟେମ୍ବରରେ ଖେଳାଯିବ। ଆଉ ଏହି ମ୍ୟାଚ୍…

ଭୂମିକମ୍ପର ପ୍ରଳୟ, ୧୪୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ, ୫୪୦୦ରୁ ଅଧିକ ଘର ନଷ୍ଟ, ବଢୁଛି ମୃତ୍ୟୁସଂଖ୍ୟା

ଆଫଗାନିସ୍ତାନ: ଭୂକମ୍ପ ନୁହେଁ ତ ଥିଲା ମୃତ୍ୟୁର ତାଣ୍ଡବ।  ସୋମବାର ଦିନ ବିଳମ୍ୱିତ ରାତିରେ ଅର୍ଥାତ୍ ରବିବାର ଦିନ ମଧ୍ୟ ରାତ୍ରିରେ ଆଫଗାନିସ୍ତାନରେ ମୃତ୍ୟୁର ବିଭୀଷିକା ରଚିଥିଲା ପ୍ରଳୟକାରୀ ଭୂକମ୍ପ। ଗୋଟିଏ…

ଓଡ଼ିଶାକୁ ମାଡ଼ି ଆସୁଛି ବଡ଼ ବିପଦ, ମହାପ୍ରଭୁ ଦେଲେ ଅଶୁଭ ସଙ୍କେତ, ପୁରୀ ଶ୍ରୀମନ୍ଦିର ନୀଳଚକ୍ର ଉପରେ ବସିଲା ଶାଗୁଣା!

ପୁରୀ: ଓଡ଼ିଶାକୁ ମାଡ଼ି ଆସୁଛି ବଡ଼ ବିପଦ।  ମହାପ୍ରଭୁ ଦେଲେ ସଙ୍କେତ।  ହୋଇଯାଆନ୍ତୁ ସାବଧାନ! କେତେବେଳେ ବି ଘଟିପାରେ ଅଘଟଣ। କାରଣ ପୁରୀ ଶ୍ରୀମନ୍ଦିର ନୀଳଚକ୍ର ଉପରେ ବସିଲା ଶାଗୁଣା।  ଯାହାକୁ ଦେଖି ଛାନିଆ ଭକ୍ତ।…

ପାର୍ବଣ ପୂର୍ବରୁ ଗ୍ୟାଙ୍ଗଷ୍ଟରର ଆତ୍ମସମର୍ପଣ, କୋର୍ଟରେ ଆତ୍ମସମର୍ପଣ କଲା ଗ୍ୟାଙ୍ଗଷ୍ଟର ସକିଲ

କଟକ: ପାର୍ବଣ ପୂର୍ବରୁ ଗ୍ୟାଙ୍ଗଷ୍ଟରର ଆତ୍ମସମର୍ପଣ। JMFC ସିଟି କୋର୍ଟରେ ଆତ୍ମସମର୍ପଣ କଲା ଗ୍ୟାଙ୍ଗଷ୍ଟର ସକିଲ।  ଜଣେ ବ୍ୟବସାୟୀଙ୍କୁ ଆପହରଣ ଓ ଆକ୍ରମଣ ପରେ ଫେରାର୍ ହୋଇଯାଇଥିଲା ସକିଲ୍। ଯଦିଓ ସକିଲର ଜଣେ…

ହାଇଡ୍ରୋଜେନ୍ ଏବଂ ପରମାଣୁ ବୋମା ମଧ୍ୟରେ କିଏ ବେଶୀ ଶକ୍ତିଶାଳୀ, ବିଜେପିକୁ ରାହୁଲଙ୍କ ଟାର୍ଗେଟ୍ ପରେ ବଢ଼ିଲା ଚର୍ଚ୍ଚା

ଓଡିଶାଭାସ୍କର: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବିଜେପି ନେତାଙ୍କୁ ଚେତାବନୀ ଦେଇଛନ୍ତି, କି ସେ ଆଗକୁ ପରମାଣୁ ବୋମା ଠାରୁ ବଡ଼ ହାଇଡ୍ରୋଜେନ୍ ବମ୍ ଫୁଟାଇବାକୁ ଯାଉଛନ୍ତି। ରାହୁଲ କହିଛନ୍ତି, ବିଜେପି ନେତାମାନେ ଶୁଣ…

ଉଡ଼ନ୍ତା ଇଣ୍ଡିଗୋ ବିମାନରେ ପିଟିହେଲା ଏକ ବିଶାଳ ପକ୍ଷୀ, ଆଉ ତାପରେ…

ନାଗପୁର: ପୁଣି ବିମାନ ଦୁର୍ଘଟଣା। ଇଣ୍ଡିଗୋ ବିମାନ ଉଡ଼ାଣ ଭରିବା ସମୟରେ ବିମାନରେ ଆସି ଧକ୍କା ହେଲା ଏକ ବିଶାଳ ପକ୍ଷୀ। ହେଲେ ଭାଗ୍ୟ ଭଲ ସଙ୍ଗେ ସଙ୍ଗେ ବିମାନଟିକୁ ବିମାନବନ୍ଦରକୁ ଫେରାଇ ଆଣିବାରୁ ଏକ ବଡ଼ ଦୁର୍ଘଟଣାକୁ…

‘ବିକ୍ରମ’ ନାଁରେ ଜଣାଯିବ ଭାରତର ପ୍ରଥମ ମେଡ୍ ଇନ୍ ଇଣ୍ଡିଆ ଚିପ୍, ମୋଦିଙ୍କୁ ଦିଆଗଲା ଉପହାର

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 'ସେମିକନ୍ ଇଣ୍ଡିଆ ୨୦୨୫' ସମ୍ମିଳନୀର ଉଦଘାଟନ କରିଛନ୍ତି।  ଏହି ୩ ଦିନିଆ ସମ୍ମିଳନୀ ଭାରତର ଏକ ସୁଦୃଢ ଏବଂ ସ୍ଥାୟୀ ଇକୋସିଷ୍ଟମକୁ ଆଗକୁ ବଢାଇବ। ଆଉ…