Browsing Category
ଖବର
ଏବେବି ସଙ୍ଗମ ତୁଠରେ ପ୍ରବଳ ଭିଡ଼, ସରିଲାଣି ମହାକୁମ୍ଭ ହେଲେ ଏବେବି କମିନି ଭିଡ଼
ଉତ୍ତରପ୍ରଦେଶ: କିଛି ଦିନ ତଳେ ମହାକୁମ୍ଭରେ ସୋରିଷ ପକାଇବାକୁ ବି ଜାଗା ନଥିଲା। ଯୁଆଡେ ଦେଖିବ ସିଆଡେ ମୁଣ୍ଡ ମାଳାମାଳ ଦିଶୁଥିଲା। ହେଲେ ଏବେ ସେହି ସ୍ଥାନରେ ଲୋକ ଦେଖାଯାଉନାହାନ୍ତି। ହେଲେ ଲୋକଙ୍କ ବଦଳରେ ହଜାର ହଜାର…
ବୁଲେଟ୍ ସ୍ପିଡରେ ବଢ଼ିବ ଭିଟାମିନ୍ ବି-୧୨, ସବୁଦିନ ସକାଳୁ ଖାଆନ୍ତୁ ଏହି ୩ଟି ଡ୍ରାଏଫ୍ରୁଟ୍ସ
ନୂଆଦିଲ୍ଲୀ: ଶରୀରକୁ ସୁସ୍ଥ ରଖିବା ପାଇଁ ଅନେକ ପ୍ରକାରର ଭିଟାମିନର ଆବଶ୍ୟକତା ଥାଏ। ଆଉ ସେଥିପାଇଁ ଆପଣମାନେ ବିଭିନ୍ନ ପ୍ରକାର ଔଷଧ ବ୍ୟବହାର କରନ୍ତି। ଯିଏ ଯେଉଁ ଉପାୟ ବତେଇଲା ତାର ବ୍ୟବହାର କରନ୍ତି।
ହେଲେ…
Breaking: ବିଭତ୍ସ ହତ୍ୟାକାଣ୍ଡ, ହତ୍ୟା କରି ପାଇଖାନା ଟାଙ୍କିରେ ଫୋପାଡି ଦେଲେ ଶବ
ସମ୍ୱଲପୁର: ପୁଣି ଗଡ଼ିଲା ମୁଣ୍ଡ। ହତ୍ୟା କରି ପାଇଖାନା ଟାଙ୍କିରେ ଫୋପାଡି ଦେଲେ ଦୁର୍ବୃତ୍ତ। ମୃତ ବ୍ୟକ୍ତିଙ୍କ ନାଁ ଶେଖ ହୁସେନ ବୋଲି ସୂଚନା ମିଳିଛି। ହତ୍ୟାକାଣ୍ଡ ସମ୍ୱଲପୁର ଗେଙ୍ଗୁଟିପାଲି ଅଞ୍ଚଳରେ ହୋଇଥିବା ନେଇ…
Breaking: ପୁଣି ବିଧାନସଭାରେ ବିରୋଧୀଙ୍କ ତୁମ୍ୱିତୋଫାନ, ଗୃହ ମୁଲତବି କଲେ ବାଚସ୍ପତି
ଭୁବନେଶ୍ୱର: ପୁଣି ବିଧାନସଭାରେ ହଙ୍ଗାମା। ଗୃହ ଆରମ୍ଭରୁ ବିରୋଧୀ ବିଜେଡି ଓ କଂଗ୍ରେସର ନାରାବାଜି। ବାଧ୍ୟ ହୋଇ ଗୃହକୁ ମଧ୍ୟାହ୍ନ ୧୨ଟା ୧୫ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି। ପ୍ରଶ୍ନକାଳ ଆରମ୍ଭରୁ ଗୃହ ମଧ୍ୟ ଭାଗରେ…
ମହାକାଶରୁ ଆସୁଛନ୍ତି ସୁନୀତା ଓ୍ୱିଲିୟମ୍ସ, ଆଉ ୪୦ ଘଣ୍ଟା ମଧ୍ୟରେ ପୃଥିବୀ ପୃଷ୍ଠରେ ଧରାବତରଣ କରିବେ
ଆମେରିକା: ଆଉ ମାତ୍ର ୪୦ ଘଣ୍ଟାର ଅପେକ୍ଷା। ପୃଥୀବି ପୃଷ୍ଠରେ ଓହ୍ଲାଇବେ ଦୁଇ ମହାକାଶଚାରୀ ସୁନୀତା ଓ୍ୱିଲିୟମ୍ସ ଓ ବୁଚ୍ ୱିଲମୋର। ସମୟ ଓ ତାରିଖ ମଧ୍ୟ ନାସା ପକ୍ଷରୁ ସ୍ପଷ୍ଟ ହୋଇଛି। ପୃଥିବୀ ପୃଷ୍ଟରେ ଓହ୍ଲାଇବା ନେଇ…
ତାତିରୁ ମିଳିବ ଆଶ୍ୱସ୍ତି, ଆସୁଛି କାଳବୈଶାଖୀ
ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଡହଡହ ଖରାରେ ସିଝୁଛି ଓଡ଼ିଶା। ମାର୍ଚ୍ଚମାସ ଆରମ୍ଭରୁ ୪୨ ଡିଗ୍ରୀ ଛୁଇଁଲାଣି ଦିନ ତାପମାତ୍ରା। ତାତି ଏତେ ବଢ଼ିଲାଣି ଯେ, ଦିନ ୧୧ଟା ବାଜିଲେ ଆଉ ଘରୁ ବାହାରିବାକୁ ଗୋଡ଼…
Breaking: ଘର ଭିତରେ ଦମ୍ପତ୍ତିଙ୍କୁ ବାନ୍ଧି ସର୍ବସ୍ୱ ଲୁଟିନେଲେ ଚୋର
ସୋର: ଘରେ ପଶି ଦମ୍ପତ୍ତିଙ୍କୁ ବାନ୍ଧିଲେ। ଆଉ ଘରେ କଳାକନା ବୁଲାଇ ଦେଲେ ଚୋର। ରାତି ଅଧରେ ପାଞ୍ଚ ଜଣ ଲୁଟେରା ଘରର ଭିତରେ ପଶିଲେ। ଆଉ ସୁନା ଗହଣା ଟଙ୍କା ପଇସା ଯାହା ପାଇଲେ ସବୁ ଲୁଟିଲେ। ଆଉ ଯେତେବେଳେ ସେହି ଘରର ଲୋକ…
Breaking: ଆନ୍ଧ୍ରପ୍ରଦେଶରୁ ଆସି ଚନ୍ଦ୍ରଭାଗାରେ ଭାସିଗଲେ ମହିଳା
କୋଣାର୍କ: ଆନ୍ଧ୍ରପ୍ରଦେଶରୁ ଆସି କୋଣାର୍କରେ ଭାସିଗଲେ। ପରିବାର ସହ କୋଣାର୍କ ମନ୍ଦିର ବୁଲିବାକୁ ଆସିଥିଲେ। ଆଉ ବୁଲାବୁଲି ସାରି ଚନ୍ଦ୍ରଭାଗା କୂଳରେ ମଜା ମସ୍ତି କରୁଥିଲେ। ହେଲେ ମଜା ମସ୍ତି ସଜ୍ଜା ସାଜିଲା।…
ଭୟଙ୍କର ଘୂର୍ଣ୍ଣିଝଡ଼, ଘୂର୍ଣ୍ଣିଝଡ଼ ତାଣ୍ଡବରେ ଭାଙ୍ଗିଲା ଏକାଧିକ ଘର ଓ କାର, ମାଟିରେ ମିଶିଲା ସ୍କୁଲ
ଆମେରିକା: ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼। ସୁ ସୁ ଗର୍ଜନ କରି ମାଡ଼ି ଆସିଲା। ଗଛ ସବୁ ଉପାଡି ପକାଇଲା। ବିଦ୍ୟୁତ ଖୁଣ୍ଟ ସବୁ ତଳେ ପଡିଗଲା। ଘକ ଗାଡ଼ି ସବୁ ଛିନ ଛତର ହୋଇଗଲା। ଆଉ ଘର ଭିତରେ ଚାପି ହୋଇ ମରିଗଲେ ଅନେକ…
Breaking: ନବ ଦାସ ହତ୍ୟା ଘଟଣାରେ ନୂଆ ଟ୍ୱିଷ୍ଟ, ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ୍ କଲେ ନବଙ୍କ ପତ୍ନୀ
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ଘଟଣା। ନୂଆ ମୋଡ଼ ନେଲା ହତ୍ୟା ମାମଲା। ଦୀର୍ଘ ଦେଢ ବର୍ଷ ପରେ ହେବ ଆକ୍ସନ। ପୁଅ କି ଝିଅ ନୁହେଁ ନିଜେ ପତ୍ନୀ ଚାହୁଁଛନ୍ତି ସ୍ୱାମୀଙ୍କ ପ୍ରକୃତ ଦୋଷୀ ଧରାପଡୁ। ସେଥିପାଇଁ…