Browsing Category

ଖବର

ଅଟୋ- ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର

ଖଲ୍ଲିକୋଟ: ଖଲ୍ଲିକୋଟ ଥାନା ବଧିନୂଆପଲି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମାମଲା ସାମ୍ନାକୁ ଆସିଛି । ଏକ ଅଟୋ ଏବଂ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ପ୍ରଥମେ…

ଟଙ୍କା ଲୋଭରେ କାଟି ଦେଲେ ମୂଲ୍ୟବାନ ଗଛ, ବେଆଇନ୍ ବିକ୍ରିକୁ ନେଇ ତାତିଲେ ଗ୍ରାମବାସୀ

ବାଲେଶ୍ୱର: ସ୍କୁଲ ପରିସରରେ ଥିବା ଲକ୍ଷାଧିକ ଟଙ୍କାର ଗଛଗୁଡ଼ିକ କାଟି ସଫା କରିଦେଇଛନ୍ତି । ନିଛାଟିଆ ଦିଶୁଛି ସମ୍ପୂର୍ଣ୍ଣ ପରିବେଶ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ…

ରେଳ ୱାଗନରୁ ବୋମା ଜବତ ମାମଲାରେ ଦୁଇ ଅଧିକାରୀ ନିଲମ୍ବିତ

କଣ୍ଟାବାଞ୍ଜି: ରେଳ ୱାଗନରୁ ବୋମା ଜବତ ଘଟଣାରେ ୨ ଜଣଙ୍କୁ ନିଲମ୍ବିତ କରାଯାଇଛି । ଆଜି ୱାଗନରୁ ୧୨ଟି ବୋମା ଜବତ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସୂଚନାରୁ ପ୍ରକାଶ ଗୋଲାବାରୁଦ କାରଖାନାର ୨ ଅଧିକାରୀଙ୍କୁ…

ସନ୍ୟାସିନୀ ହେଲେ ସୁନୀତି! ମହାକୁମ୍ଭରେ ବିସର୍ଜନ କଲେ କେଶ, ଭାଇରାଲ ହେଉଛି ଭିଡିଓ

ଓଡ଼ିଶା ଭାସ୍କର: କୁମ୍ଭମେଳା ଲଣ୍ଡା ହେଲେ ପୂର୍ବତ୍ତନ ବିଜେପି ନେତ୍ରୀ ସୁନିତ ମୁଣ୍ଡ । ଗଙ୍ଗାରେ କେଶ ଦାନ କରି ଅନ୍ୟାୟ ବିରୁଦ୍ଧରେ ଲଢ଼ିବା ପାଇଁ ସେ ଶପଥ ନେଇଛନ୍ତି । ସୋସିଆଲ ମିଡିଆରେ ସୁନୀତି ପୋଷ୍ଟ କରିଥିବା…

ଚଳନ୍ତା ପ୍ଲେନର ଇଂଜିନରେ push-ups! ବଡିବିଲ୍ଡର ଅଜବ କାରନାମା ଦେଖି ଲୋକେ ଆଶ୍ଚର୍ଯ୍ୟ

ଓଡ଼ିଶା ଭାସ୍କର: ଚଳନ୍ତା ପ୍ଲେନର ଇଂଜିନରେ push-ups କରି ଜଣେ ବଡିବିଲ୍ଡର ଚର୍ଚ୍ଚାରେ ଅଛନ୍ତି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ତାଙ୍କର ଏଭଳି ବିପଜ୍ଜନକ କାରନାମା ସମସ୍ତଙ୍କୁ ଚକିତ କରିଛି । ଏହାର ଏକ…

‘କୁନୋ’ରେ ଜନ୍ମ ହେଲେ ଦୁଇ ନୂଆ ଚିତା ଶାବକ, ଅଭିନନ୍ଦନ ଜଣାଇଲେ ମୋହନ ଯାଦବ

ଭୋପାଲ: ମଧ୍ୟପ୍ରଦେଶ 'କୁନୋ' ଜାତୀୟ ଉଦ୍ୟାନରେ ଚିତା ସଂଖ୍ୟା ବୃଦ୍ଧି ପାଇଛି । ମଙ୍ଗଳବାର ମାଇ ଚିତା 'ଭିରା' ଦୁଇଟି ଶାବକଙ୍କୁ ଜନ୍ମ ଦେଇଛି । ବର୍ତ୍ତମାନ କୁନୋ ଜାତୀୟ ଉଦ୍ୟାନରେ ୧୪ ଶାବକଙ୍କ ସହ ଚିତା ସଂଖ୍ୟା…

ବୁଢ଼ା ବାପାର ଶବ କିଏ ନେବ, ଦୁଇ ଭାଇଙ୍କ ଭିତରେ ଛିଡୁନି କଳି, ପୁଅର ଜିଦ୍ ଶବ ୨ ଖଣ୍ଡ ହେଉ

ମଧ୍ୟପ୍ରଦେଶ: ବାପାଙ୍କ ଶବକୁ କିଏ ଦେବ ମୁଖାଗ୍ନି। ସାନ ପୁଅ ନା ବଡ଼ ପୁଅ। ଦୁଇ ପୁଅଙ୍କ ଭିତରେ ହେଉନି ସମାଧାନ। ବଡ ପୁଅର ଜିଦ୍ ସେ ବଡ ତେଣୁ ସିଏ ହିଁ ମୁଖାଗ୍ନି ଦେବ। ସେପଟେ ସାନ ପୁଅ ଅଡି ବସିଛି ବାପା ମୋ ପାଖରେ…

ଏବେଠୁ ହୋଇଯାଆନ୍ତୁ ସତର୍କ, ଅଧିକ ହସ ନେଉଛି ଜୀବନ

ଓଡିଶା ଭାସ୍କର: ହସିବାକୁ କାହାକୁ ବା ଭଲ ନ ଲାଗେ। କଥାରେ ଅଛି ପରେ ମନ ଖୋଲି ହସିଲେ ଆୟୁଷ ବଢ଼େ। ଏପରିକି ଡାକ୍ତରମାନେ ବି କୁହନ୍ତୁ ହସିବା ସ୍ୱାସ୍ଥ୍ୟ ପାଇଁ ହିତକର। ହେଲେ ଆପଣ ଜାଣିଛନ୍ତି କି ଏହି ହସ କେବେ ଆପଣଙ୍କ…

ଖେଳ ପଡ଼ିଆରୁ ଟେକିନେଲେ, ସ୍କୁଲ ପରିସରରେ ନାବାଳିକାକୁ ଗଣଦୁଷ୍କର୍ମ କଲେ

କର୍ଣ୍ଣାଟକ: ୮ ବର୍ଷର ଝିଅ ସହ ଗଣଦୁଷ୍କର୍ମ। ତାହା ପୁଣି ସରକାରୀ ସ୍କୁଲ ପରିସର ଭିତରେ। ଖେଳ ପଡିଆରେ ଖେଳୁଥିବା ବେଳେ ନାବାଳିକାକୁ ଟେକି ନେଇଥିଲେ ଦୁଷ୍କର୍ମକାରୀ। ପରେ ଗଣଦୁଷ୍କର୍ମ କରିଥିବା ଜଣାପଡିଛି। ଘଟଣାଟି…

ଚୋଲି କେ ପିଛେ କ୍ୟା ହେ ଗୀତରେ ଡ୍ୟାନ୍ସ କଲେ ବର, ରାଗିଯାଇ ବାହାଘର ଭାଙ୍ଗିଦେଲେ ଶ୍ୱଶୁର

ନୂଆଦିଲ୍ଲୀ: କଥାରେ ଅଛି ବାହାଘର ଜୀବନରେ ଥରେ ଆସେ। ଅବଶ୍ୟ ଆଜିକା ଦିନରେ ଏହି କଥାର କିଛି ଅର୍ଥ ନାହିଁ। କିନ୍ତୁ ବାହାଘରର ମଜା ଉଠାଇବାକୁ ସମସ୍ତଙ୍କର ଇଚ୍ଛା। ଆଉ ଏବେ କନିଆ ଠାରୁ ଆରମ୍ଭ କରି ବର ସମସ୍ତେ ବାହାଘରରେ…