Browsing Category

ଖବର

ନୂଆଗଡ଼ ଗ୍ରାମରେ ବାଘ ଆତଙ୍କ, ପଦ ଚିହ୍ନ ଦେଖି ଲୋକେ ଭୟଭୀତ

ଜଗତସିଂହପୁର, (ଭାସ୍କର ନ୍ୟୁଜ୍‌) : ଜଗତସିଂହପୁର ସଦର ବ୍ଳକ ଅନ୍ତର୍ଗତ ମୁଦୁୁର ପଞ୍ଚାୟତର ନୂଆଗଡ଼ ଗ୍ରାମର ବିଭିନ୍ନ ସ୍ଥାନରେ ବାଘର ପାଦ ଚିହ୍ନ ଦେଖି ଲୋକେ ଭୟଭୀତ ତଥା ଆତଙ୍କିତ ହୋଇ ରହିଥିବାର ଶୁଣିବାକୁ ପଡ଼ିଛି ।…

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ଅପରାହ୍ନ ସାଢ଼େ ୪ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ (ଭାସ୍କର ନ୍ୟୁଜ୍): ଆଜି ଚୈତ୍ର-କୃଷ୍ଣ ଷଷ୍ଠୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ପରେ ଏହି ସ୍ୱତନ୍ତ୍ର ନୀତି ବଢ଼ିବ । ଦତ୍ତମହାପାତ୍ରମାନେ ଗୋଷ୍ଠୀଗତ…

ସରିଲା ନିର୍ବାଚନ ପ୍ରଚାର, କାଲି ୧୦୬ ପୌରପାଳିକା, ୩ ମହାନଗର ପାଇଁ ହେବ ମତଦାନ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପୌର ନିର୍ବାଚନ ନିମନ୍ତେ ମଙ୍ଗଳବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି । ରାଜ୍ୟର ୧୦୬ ମ୍ୟୁନିସିାଲିଟି ଓ ଏନ୍‌ଏସି ଏବଂ ୩ଟି ମହାନଗର…

ଆସନ୍ତା ୧୨ ଘଣ୍ଟା ମଧ୍ୟରେ ବାତ୍ୟା ରୂପ ନେବ ଗଭୀର ଅବପାତ, ଘଣ୍ଟା ପ୍ରତି ୨୦ କିମି ବେଗରେ କରୁଛି ଗତି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଘନୀଭୂତ ହେଉଛି ଗଭୀର ଅବପାତ । ଆଗାମୀ ୧୨ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଉତ୍ତର ଆଣ୍ଡାମାନ ଓ ନିକଟବର୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ…

ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ, ୩ ସପ୍ତାହ ମଧ୍ୟରେ ପୀଡିତାକୁ କ୍ଷତିୂରଣ ଦିଅ

କଟକ(ଭାସ୍କର ନ୍ୟୁଜ୍‌): ଓଡିଶା ପିଡିତ କ୍ଷତିପୁରଣ ଯୋଜନାରେ ପିଡିତା ପରିବାରକୁ ୩ ସପ୍ତାହ ମଧ୍ୟରେ କ୍ଷତିପୁରଣ ପ୍ରଦାନ କରିବାକୁ ହାଇକୋର୍ଟ ଆଇନସେବା ପ୍ରାଧିକରଣକୁ ଆଦେଶ ଦେଇଛନ୍ତି । ଜଣେ ଆବେଦନକାରୀଙ୍କ ପକ୍ଷରୁ…

ବୁଧବାରଠୁ ଓଡ଼ିଶାର ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ, ୫ ଦିନ ଧରି ଚାଲିବ

ଜଟଣୀ,(ଭାସ୍କର ନ୍ୟୁଜ୍‌) : ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ଆସନ୍ତା ୨୩ ତାରିଖ ବୁଧବାର ରାତିରେ ଆତସବାଜି ପ୍ରଦର୍ଶନ ସହ ଜମିବ । ଚଳିତବର୍ଷ ମେଳଣ ୫ ଦିନଧରି ପାରମ୍ପରିକ ରୀତିନୀତି ଅନୁସାରେ ଅନୁଷ୍ଠିତ…

ନକଲି ପୋଲିସ ଅଧିକାରୀ ଗିରଫ, ବିଳାପୂର୍ଣ୍ଣ ହୋଟେଲରେ କରୁଥିଲା ମଉଜମସ୍ତି, ବିଲ୍ ଦେବା ନାଁ କରୁଥିଲା ସାଇବର ଠକେଇ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ନିଜକୁ ଜଣେ ପୋଲିସ ଅଧିକାରୀ ପରିଚୟ ଦେଇ ବିଭିନ୍ନ ତାରକା ହୋଟେଲରେ ମଉଜମସ୍ତି କରୁଥିଲା । ମାତ୍ର ବିଲ୍‌ ଦେବା ବେଳକୁ ଅନ୍‌ଲାଇନ୍‌ ପେମେଣ୍ଟ ଆଳରେ ଠକେଇ କରୁଥିଲା । ଏଭଳି ଜଣେ ସାଇବର…

୨୬ରୁ ଅଗ୍ନିବର୍ଷା , ୪୫ଡିଗ୍ରୀ ଟପିବ ରାଜଧାନୀର ତାପମାତ୍ରା ! ହିଟ୍ ୱେଭ ଓ୍ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ଆସନ୍ତା୨୬ତାରିଖରୁ ସାରା ରାଜ୍ୟରେ ପ୍ରଚଣ୍ଡ ତାତି ଅନୁଭୂତ ହେବ । ଅସ୍ତବ୍ୟସ୍ତ ହୋଇଉଠିବ ଜନଜୀବନ । ଏପରିକି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୫ଡିଗ୍ରୀ ଉପରେ ରହିବ ବୋଲି ଆକଳନ…

ପ୍ରୋ ଲିଗ୍‌ ହକି: ପ୍ରଥମ ପରାଜୟର ଚରମ ପ୍ରତିଶୋଧ, ଆର୍ଜେଣ୍ଟିନାକୁ ୪-୩ରେ ପରାସ୍ତ କଲା ଭାରତ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ରବିବାର ଦିନ ଅନୁଷ୍ଠିତ ଏଫଆଇଏଚ ପ୍ରୋ ଲିଗ ହକି ଦ୍ୱିତୀୟ ମ୍ୟାଚରେ ଆର୍ଜେଣ୍ଟିନାକୁ ୪-୩ ଗୋଲରେ ପରାସ୍ତ କରି ଭାରତ। ପ୍ରଥମ ମ୍ୟାଚ ପରାଜୟର ଚରମ ପ୍ରତିଶୋଧ ନେଇଲା ଟିମ୍…

ହିଜାବ ମାମଲାର ବିଚାରକଙ୍କୁ ୱାଇ ସୁରକ୍ଷା: ଜୀବନରୁ ମାରିଦେବାକୁ ମିଲିଥିଲା ଧମକ

ବେଙ୍ଗଲୁରୁ: ହିଜାବ ପ୍ରସଙ୍ଗରେ ବିଚାରପତିଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି କର୍ଣ୍ଣାଟକ ପୋଲିସ । ଭାଇରାଲ ହୋଇଥିବା ଭିଡିଓ ଆଧାରରେ ଉଭୟଙ୍କୁ ପୋଲିସ ହେପାଜତକୁ ନେଇଛି ।…