Browsing Category

ଖବର

ମଧୁମେହ ରୋଗକୁ ନିୟନ୍ତ୍ରଣରେ ରଖିଥାଏ ଏହି ଖାଦ୍ୟ, ନିୟମିତ ବ୍ୟବଧାନରେ ଖାଇଲେ ମିଳିବ ଫାଇଦା

ନୂଆଦିଲ୍ଳୀ: ମଧୁମେହ ରୋଗ ସାଧାରଣତଃ ପ୍ରାୟ ସମସ୍ତଙ୍କୁ ହେଉଛି । ଏହି ରୋଗ ମଣିଷ ସହିତ ତାଙ୍କ ଜୀବନସାରା ରହିଥାଏ । ଏହି ଅବସ୍ଥାରେ, ଆମ ଶରୀର ଯଥେଷ୍ଟ ଇନସୁଲିନ୍‌ ଉତ୍ପାଦନ ହୋଇପାରେ ନାହିଁ । କିମ୍ବା ଉତ୍ପାଦିତ…

ଘଣ୍ଟାପ୍ରତି ୨୫ କି.ମି ବେଗ ଆସୁଛି ବାତ୍ୟା ଅସାନୀ: ଆଜିଠୁ ୩ ଦିନ ଧରି ଲାଗି ରହିବ ବର୍ଷା, ସବୁ ବନ୍ଦରରେ ୨ ନମ୍ବର ବିଦ ସଙ୍କେତ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଅସାନୀ ବର୍ତ୍ତମାନ ଭୀଷଣ ବାତ୍ୟାରେ ପରିଣତ ହୋଇଛି । ଏହା ସମୁଦ୍ରରେ ଭୟଙ୍କର ରୂପ ଧାରଣ କରି ଉପକୂଳ ଆଡ଼କୁ ମାଡ଼ି ଆସୁଛି । ପୁରୀ ଠାରୁ ୬୮୦ କି.ମି.…

ଟି-୨୦ରେ ଧୋନୀଙ୍କ ନାମରେ ଦ୍ୱିଶତକ: ପଛରେ ପଡିଲେ ଅନେକ ଧୁରନ୍ଧର ଖେଳାଳି

ମୁମ୍ବାଇ: ନିଜ ନାମରେ ଆଉ ଏକ ଅପୂର୍ବ ରେକର୍ଡ ଯୋଡିଛନ୍ତି । ଟ-୨୦ କ୍ରିକେଟରେ ଏକ ଦ୍ୱିଶତକ ହାସଲ କରିଛନ୍ତି ମାହି । ଏହି ଦ୍ୱିଶତକ ଅବଶ୍ୟ ତାଙ୍କ ବ୍ୟାଟରୁ ଆସିନାହିଁ, କିନ୍ତୁ ଏହାକୁ ଏକ ଅପୂର୍ବ ଡବଲ ସେଞ୍ଚୁରୀ ବୋଲି…

ଶାହିନବାଗରେ ଚାଲିଲାନି ବୁଲଡୋଜର, ବିବାଦୀୟ ବୟାନ ଦେଲେ ବିଜେପି ନେତା

ଦିଲ୍ଲୀର ଶାହିନବାଗ ଅଞ୍ଚଳରେ ଜବରଦଖଲ ହଟାଇବାକୁ ପହଞ୍ଚିଥିବା ବୁଲଡୋଜରକୁ ଫେରିଆସିବାକୁ ପଡ଼ିଛି । ସ୍ଥାନୀୟ ଲୋକଙ୍କ ଜବରଦସ୍ତ ହଙ୍ଗାମା ମଧ୍ୟରେ ଫରି ଆସିଛନ୍ତି ଏମସିଡି ଅଧିକାରୀ । ସୂଚନା ମୁତାବକ ଆଜି ପୁର୍ବାହ୍ନ…

ଭାରତରେ ଟେସ୍‌ଲା କାର୍‌ ଫ୍ୟାକ୍ଟ୍ରି ପ୍ରତିଷ୍ଠା ପାଇଁ ମସ୍କଙ୍କୁ ପୁନାୱାଲାଙ୍କ ପରାମର୍ଶ

ନୂଆଦିଲ୍ଲୀ: ଭାରତରେ ଟେସ୍‌ଲା କାର୍‌ ଫ୍ୟାକ୍ଟ୍ରି ପ୍ରତିଷ୍ଠା ପାଇଁ ମସ୍କଙ୍କୁ ପୁନାୱାଲାଙ୍କ ପରାମର୍ଶ ଦେଇଛନ୍ତି । ବିଶ୍ୱର ସବୁଠୁ ଧନୀ ଏଲନ୍‌ ମସ୍କ ଟ୍ୱିଟରକୁ ୪୪ ଅରବ ଡଲାରରେ କିଣି ସବୁଠି ଏବେ ଚର୍ଚ୍ଚାରେ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବଲିଉଡ଼ ଅଭିନେତା ଅର୍ଜୁନ ରାମପାଲ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ବଲିଉଡ଼ ଅଭିନେତା ଅର୍ଜୁନ ରାମପାଲ ଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସାକ୍ଷାତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଟ୍ୱିଟ କରି ଏହି ସୂଚନା…

ବଡ଼ଗଡ଼ରେ ଝାଡ଼ାବାନ୍ତି ଆତଙ୍କ: ୨୫ରୁ ଅଧିକ ଆକ୍ରାନ୍ତ, ୧୫ଟା ଗ୍ରାମ ପ୍ରଭାବିତ

ଗଞ୍ଜାମ (ଭାସ୍କର ନ୍ୟୁଜ୍‌): ସୋରଡା ବ୍ଲକ ବଡ଼ଗଡ଼ରେ ଝାଡ଼ାବାନ୍ତି ଆତଙ୍କ । ପ୍ରତିଦିନ ବଡ଼ଗଡ଼ ମେଡିକାଲରେ ଭର୍ତ୍ତି ହେଉଛନ୍ତି ୨୫ରୁ ଉର୍ଦ୍ଧ ରୋଗୀ । ବଡଗଡ଼ ଓ ଏହାର ଆଖପାଖ ଅଞ୍ଚଳ ସିଙ୍ଗିପୁର, ସିଦ୍ଧପୁର, ଗାଙ୍ଗପୁର,…

ଆଜି ଭାରତ-ବାଂଲାଦେଶ ସୀମା ପରିଦର୍ଶନ କରିବେ ଶାହା

ଗୌହାଟୀ: ଆଜି ଭାରତ-ବାଂଲାଦେଶ ସୀମାରେ ମାନକଚାରରେ ପହଂଚିବା ପରେ ଦକ୍ଷିଣ ସଲମାରା-ମାନକଚର ଜିଲ୍ଲାର ମାନକଚର ପରିଦର୍ଶନ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସେ ମାନକଚାରରରେ ଆସାମମେଘାଳୟ ସୀମାରେ କାମାଖାବାରି…

ଆମେରିକାରେ ଚମକିଲେ ଭାରତୀୟ ଯବାନ , ଷ୍ଟିପଲିଚେଜ୍‌ ରେସ୍‌ର ୩୦ବର୍ଷ ପୂରଣା ରେକର୍ଡ ଭାଙ୍ଗିଲେ ଅବିନାଶ

ମୁମ୍ବାଇ: ଆମେରିକାରେ ଅନୁଷ୍ଠିତ ଦୌଡ଼କୁଦ ପ୍ରତିଯୋଗୀତାରେ ଭାରତୀୟ ଯବାନ ଅବିନାଶ ସାବଲେ ୫୦୦୦ ମିଟର ଷ୍ଟିପଲିଚେଜ୍‌ ରେସ୍‌ରେ ରେକର୍ଡ ପ୍ରତିଷ୍ଠା କରିଛନ୍ତି  । ସେ ଏହି ସଫଳତା ସହିତ ୩୦ ବର୍ଷ ତଳର ରେକର୍ଡକୁ ଭାଙ୍ଗି…

ମହିଳା ଟ୍ୱେଣ୍ଟି-୨୦ ଚ୍ୟାଲେଞ୍ଜ୍‌ କ୍ରିକେଟ୍‌, ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ

­ନୂଆଦିଲ୍ଲୀ: ଆସନ୍ତା ୨୩ ତାରିଖରୁ ମହାରାଷ୍ଟ୍ରର ପୁଣେଠାରେ ଆୟୋଜିତ ହେବାକୁ ଯାଉଥିବା ମହିଳା ଟ୍ୱେଣ୍ଟି-୨୦ ଚ୍ୟାଲେଞ୍ଜ୍‌ କ୍ରିକେଟ୍‌ରେ ୧୨ ଜଣ ବିଦେଶୀ ଖେଳାଳିଙ୍କୁ ଦେଖିବାକୁ ମିଳିବ । ସମସ୍ତେ ନିଜ ନିଜର ଅଂଶଗ୍ରହଣ…