Browsing Category

ଖବର

୧୫ ମାସର ଝିଅକୁ ନିର୍ଯ୍ୟାତନା, ଚାପୁଡ଼ା ମାରିଲେ, ବେଲ୍ଟରେ ପିଟିଲେ, ମନ ଶାନ୍ତି ହେଲାନି ଯେ କାମୁଡ଼ିକି ରକ୍ତାକ୍ତ କରିଦେଲେ

ଉତ୍ତରପ୍ରଦେଶ: ୧୫ ମାସର ଶିଶୁ କନ୍ୟା ସହ ଡେ କେୟାର ସେଣ୍ଟରରେ ବର୍ବରତା।  ସିସିଟିଭିରେ କଏଦ ହେଲା ଡେ କେୟାର ସେଣ୍ଟରର ଚାକରାଣୀର ଅମାନୁଷିକ କାର୍ଯ୍ୟ। କୁନି ଝିଅକୁ ପ୍ରଥମେ ଚାପୁଡ଼ା ପରେ ଚାପୁଡ଼ା ମାରିଲା। …

କୁକୁର ପରେ ବିଲେଇ ନାଁରେ ଆବାସ ପ୍ରମାଣ ପତ୍ର

ବିହାର: କୁକୁର ପରେ ଏବେ ବିଲେଇ ପାଳି। ପୂର୍ବରୁ କୁକୁର ନାଁରେ କରାଯାଇଥିଲା ଘର ପ୍ରମାଣ ପତ୍ର ଏବେ ବିଲେଇ ନାଁରେ ହୋଇଛି ଆବେଦନ। ଯେଉଁ ଆବେଦନରେ ବିଲେଇର ନାମ 'କ୍ୟାଟ୍ କୁମାର', ବାପାଙ୍କ ନାମ 'କେଟି ବସ୍' ଏବଂ…

ଆଜି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀଙ୍କ ଆକାଉଣ୍ଟକୁ ଆସିବ ଟଙ୍କା

ନୂଆଦିଲ୍ଲୀ: ଆଜି ଆସିବ ଚାଷୀଙ୍କ ଖାତାକୁ ଟଙ୍କା। ଟଙ୍କା ପଠାଇବେ ସରକାର। କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ସୋମବାର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) ଅଧୀନରେ ୩୦ ଲକ୍ଷ ଚାଷୀଙ୍କୁ ୩୨୦୦ କୋଟି…

ଆଜିଠୁ ଭାରତ-ପାକିସ୍ତାନ ଲଢ଼େଇ, ‘ଅପରେସନ୍ ସିନ୍ଦୂର’ର ୩ ମାସ ପରେ ପୁଣି ଦୁଇ ଦେଶ ମୁହାଁମୁହିଁ

ନୂଆଦିଲ୍ଲୀ: ପୁଣି ଭାରତ-ପାକିସ୍ତାନ ମୁହାଁମୁହିଁ। ଆଜିଠୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପୁଣି ହେବ ଲଢେଇ।  ଅପରେସନ୍ ସିନ୍ଦୂରର ୩ ମାସ ପରେ ପୁଣି ଦୁଇ ଦେଶ ହେବେ ମୁହାଁମୁହିଁ। ପରସ୍ପରକୁ ତାକତ୍ ଦେଖାଇବେ ଉଭୟ ଦେଶର…

୬.୦ ତୀବ୍ରତାର ଭୂକମ୍ପରେ ଥରିଲା ଏହି ଦେଶ, ବାଲି ଘର ପରି ଭୁଶୁଡ଼ି ପଡ଼ିଲା କୋଠା

ତୁର୍କୀ: ପୁଣି ଭୂକମ୍ପ ଝଟକା। ବିଳମ୍ୱିତ ରାତିରେ ଥରିଲା ପୃଥିବୀ ଭୟରେ ଘରୁ ବାହାରି ଆସିଲେ ଲୋକେ। ଏପରିକି ଭୂକମ୍ପର ଝଟକା କମ୍ ନଥିଲା ବରଂ ତୀବ୍ର ଥିଲା। ଯାହା ଫଳରେ ଲୋକମାନେ ଭୂମିକମ୍ପର ଝଟକା ଅନୁଭବ କରିପାରିଲେ।…

ଭୋଲେନାଥଙ୍କ ଆଶୀର୍ବାଦରୁ ଆଜି ଏହି ୪ ରାଶିଙ୍କ ଉପରେ ଧନ ଏବଂ ଖୁସି ବର୍ଷା ହେବ

ଓଡ଼ିଶାଭାସ୍କର: ଆଜି ସୋମବାର ଭାଦ୍ରବ କୃଷ୍ଣ ପକ୍ଷର ଦ୍ୱିତୀୟ ଦିନ।  ଆଜି ଦ୍ୱିତୀୟ ଦିନ ସକାଳ ୧୦.୩୪ ପର୍ଯ୍ୟନ୍ତ ରହିବ।  ଏହାପରେ ତୃତୀୟ ଦିନ ଆରମ୍ଭ ହେବ। ଏହାସହ ଆଜି ଶତଭିଷା ନକ୍ଷତ୍ର ଅପରାହ୍ନ ୧.୦୧ ପର୍ଯ୍ୟନ୍ତ…

ଆସୁଛି ଲଘୁଚାପ, ଆସନ୍ତାକାଲିଠୁ ପ୍ରବଳ ବର୍ଷା !

ଭୁବନେଶ୍ୱର: ଆସୁଛି ଲଘୁଚାପ। ଆସନ୍ତାକାଲିଠୁ ବଡ଼ ବର୍ଷା। ୧୩ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର। ପ୍ରଭାବରେ ୧୨ ତାରିଖରୁ ୧୪ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।…

ବେକରେ ପଡିଛି ଜୁଆଳି, ଗାଁ ଦାଣ୍ଡରେ ହଳ କରୁଛନ୍ତି ସ୍ୱାମୀ-ସ୍ତ୍ରୀ, ପୁଣି ଦେଖିବାକୁ ମିଳିଲା ବଳଦ ଦଣ୍ଡ

କୋରାପୁଟ: ପୁଣି ଗାଁ ଦାଣ୍ଡରେ ବଳଦ ସାଜିଲେ ଯୁବକ ଯୁବତୀ।  ବିବାହ କରିବା ପଡ଼ିଲା ମହଙ୍ଗା। ଯୁବକ-ଯୁବତୀ ଭୋଗିଲେ ବଳଦ ଦଣ୍ଡ। ସମ୍ପର୍କୀୟ ଭାଇ-ଭଉଣୀ ବାହା ହେଲେ ବୋଲି ଶୁଦ୍ଧି ନାଁରେ ଗ୍ରାମବାସୀ ଦେଲେ ଶାସ୍ତି।…

NEET UG Counseling 2025: କାଲି ପ୍ରକାଶ ପାଇବ NEET UG Counseling ସିଟ୍ ଆଲଟମେଣ୍ଟ ରେଜଲ୍ଟ, ଏପରି କରନ୍ତୁ ଯାଞ୍ଚ

ନୂଆଦିଲ୍ଲୀ: ମେଡିକାଲ୍ କାଉନସେଲିଂ କମିଟି ଅର୍ଥାତ୍ MCC ଅଗଷ୍ଟ 11 ଅର୍ଥାତ୍ ଆସନ୍ତାକାଲି NEET UG Counseling ରାଉଣ୍ଡ 1 ର ଫଳାଫଳ ପ୍ରକାଶ କରିବ। ଛାତ୍ରଛାତ୍ରୀମାନେ MCC ର ଅଫିସିଆଲ୍ ୱେବସାଇଟ୍ mcc.nic.in ରେ…

ଇସଲାମ୍ ଛାଡ଼ି ନେଲେ ସନାତନ; ସାଜିଆ ଖାନରୁ ବନିଲେ ଶାରଦା, ମହାଦେବଙ୍କୁ ସାକ୍ଷୀ ରଖି ପ୍ରେମିକ ମୟୁରଙ୍କୁ କଲେ ବିବାହ

ମଧ୍ୟପ୍ରଦେଶ: ଜଣେ ମୁସଲିମ ଝିଅ ତାଙ୍କ ପ୍ରେମ ପାଇଁ ଇସଲାମ ତ୍ୟାଗ କରି ଗ୍ରହଣ କରିଛନ୍ତି ସନାତନ ଧର୍ମ । ଏପରିକି ଝିଅଟି ସାଜିଆ ଖାନରୁ ବନିଯାଇଛି ଶାରଦା । ମହାଦେବଙ୍କୁ ସାକ୍ଷୀ ରଖୀ ତାଙ୍କ ପ୍ରେମିକ ମୟୂରଙ୍କୁ ମଧ୍ୟ…