fbpx
BJD SKY
BJD SKY
Browsing Category

ଖବର

ଜାତିସଂଘ ମୁଖ୍ୟଙ୍କ ସତର୍କ ବାଣୀ: ଋଷ ଓ ୟୁକ୍ରେନ ଯୁଦ୍ଧ ଯୋଗୁଁ ଭୋକ ଓ ଦାରିଦ୍ର‌୍ୟ ଭିତରକୁ ଠେଲି ହୋଇଯିବେ ୧୭୦ କୋଟି ଲୋକ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଏବେ ସାରା ବିଶ୍ୱ ଚିନ୍ତାରେ ରହିଛି । ଏହା ମଧ୍ୟରେ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରେସ ବିଶ୍ୱକୁ ସତର୍କ ବାଣୀ ଶୁଣାଇ ଦେଇଛନ୍ତି । ଗୁଟେରେସଙ୍କ…

ଆଜିଠୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୧୦ ଦଫା ଦାବି ପୂରଣ ନହେବା ଯାଏଁ ଷ୍ଟିଅରିଂ ଧରିବୁନି

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ୧୦ ଦଫା ଦାବି ପୂରଣ ପାଇଁ ରାଜ୍ୟ ଡ୍ରାଇଭର ମହାସଂଘ ପକ୍ଷରୁ ଆନ୍ଦୋଳନକୁ ତୀବ୍ର କରାଯାଇଛି । ପୂର୍ବରୁ ଦାବି ପୂରଣ ପାଇଁ ରାଜ୍ୟ ସରକାରଙ୍କୁ ଦାବିପତ୍ର ଦିଆଯାଇଥିଲେ ମଧ୍ୟ ସରକାର…

ଆଗକୁ ଗ୍ରୀଷ୍ମ ଜ୍ବାଳାରେ ସନ୍ତୁଳି ହେବେ ରାଜ୍ୟବାସୀ, ଆହୁରି ୪ରୁ ୫ ଦିନ ଯାଏଁ କଲବଲ କରିବା ପ୍ରଚଣ୍ଡ ତାତି

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ମୁଣ୍ଡଫଟା ଖରା ସାଙ୍ଗକୁ ପ୍ରବଳ ଗୁଳୁଗୁଳିରେ ଜନ ଜୀବନ ଅସ୍ତବ୍ୟସ୍ତ । ଆଗକୁ ଆହରୁ କଲବଲ କରିବା ଖରା। ପାଣିପାଗ ବିଭାଗ ଆକଳନ ଅନୁଯାଇ,…

ଚାଲିଛି ପ୍ରସ୍ତତି, ଖୁବ୍‌ଶୀଘ୍ର ଆସିବ ଏଲ୍‌ଆଇସିର ଆଇପିଓ

ନୂଆଦିଲ୍ଲୀ : ଆଇପିଓ ଜାରି ପୂର୍ବରୁ ଫରେନ୍‌ ଏକ୍ସଚେଞ୍ଜ ମ୍ୟାନେଜ୍‌ମେଣ୍ଟ ଆକ୍ଟ ନିୟମରେ ସଂଶୋଧନ ନୋଟିଫିକେସନ୍‌ ଜାରି କରିଛି ଏଆଇସି । କ୍ୟାବିନେଟ୍‌ ମଞ୍ଜୁରୀ ପରେ ଡିପାର୍ଟମେଣ୍ଟ ଫର୍‌ ପ୍ରମୋଶାନ ଅଫ୍‌ ଇଣ୍ଡଷ୍ଟ୍ରି…

ନିଖୋଜ ଶିଶୁଙ୍କୁ ଉଦ୍ଧାର କରିବ ପୋଲିସ: ଆଜିଠୁ ଆରମ୍ଭ ହେବ ସ୍ୱତନ୍ତ୍ର ଡ୍ରାଇଭ୍‌, ୨୫ ତାରିଖ ଯାଏଁ ଚାଲିବ

ବ୍ରହ୍ମପୁର, (ଭାସ୍କର ନ୍ୟୁଜ୍‌): ରାଜ୍ୟ ସରକାର ପ୍ରତି ବର୍ଷ ଏକ ସ୍ୱତନ୍ତ୍ର ଡ୍ରାଇଭ୍‌ କରି ନିଖୋଜ ଶିଶୁଙ୍କୁ ଉଦ୍ଧାର ପାଇଁ ପ୍ରୟାସ କରୁଛନ୍ତି । ଶିଶୁ ନିଖୋଜ ନେଇ ପରିବାର ବର୍ଗ ଏତଲା ଦେବା ପରେ ପୋଲିସ ତଦନ୍ତ କରି…

ଚାକିରୀ ଥୋପ ଦେଖାଇ ଅପହରଣ: ଅପହରଣକାରୀଙ୍କ କବଳରୁ ଅପହୃତ ଯୁବତୀଙ୍କୁ ଉଦ୍ଧାର କଲା ପୋଲିସ , ଜଣେ ଗିରଫ

ଭବାନୀପାଟଣା, (ଭାସ୍କର ନ୍ୟୁଜ): ଚାକିରୀ ପ୍ରଲୋଭନ ଦେଖାଇ ଆଦିବାସୀ ଯୁବତୀ ଅପହରଣ କରିନେଇ ବନ୍ଧକ ରଖିଥିବା ଆଦିବାସୀ ଯୁବତୀକୁ କଳାହାଣ୍ଡି ପୋଲିସ ଗଞ୍ଜାମରୁ ଉଦ୍ଧାର କରିବା ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି…

ପୁଟିନଙ୍କ କଡା ଆକ୍ସନ, ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସଙ୍କୁ ରୁଷ ମନା

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷ ଆକ୍ରମଣ ପାଇଁ ବିଶ୍ୱର ଅନେକ ଦେଶ ରୁଷକୁ ନିନ୍ଦା କରିବା ସହ ବିଭିନ୍ନ କଟକଣା ମଧ୍ୟ ଜାରି କରିଛନ୍ତି । ୟୁକ୍ରେନ ଏଭଳି ଦୁଃସ୍ଥିତିରେ ଆର୍ଥିକ ସହାୟତାଠୁ ଆରମ୍ଭକରି ଅସ୍ତ୍ର ଶସ୍ତ୍ର…

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦେ୍ଧାତ୍ସବ, ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆୟୋଜନ ହେବ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦେ୍ଧାତ୍ସବ। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦେ୍ଧାତ୍ସବ ଉପଲକ୍ଷେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ…

ସିମ୍ ରାକେଟ୍‌ର ପର୍ଦ୍ଦାଫାର୍ସ କଲା ସାଇବର ପୋଲିସ: ୧୯୮୨ ମୋବାଇଲ ସିମ୍‌ ଜବତ, ୩ ଗିରଫ

ବାଲେଶ୍ୱର (ଭାସ୍କର ନ୍ୟୁଜ୍‌): ମୋବାଇଲ ସିମ ଜରିଆରେ ବିଭିନ୍ନ ପ୍ରକାର ସାଇବର ଅପରାଧ ଚଳାଇଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ବାଲେଶ୍ୱର ସାଇବର ପୁଲିସ । ଗିରଫ ଯୁବକମାନେ ହେଲେ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର…

ସଫଳ ହେଲା ପ୍ରେମ: ବିବାହ କଲେ ସମଲିଙ୍ଗୀ ଯୋଡ଼ା, ପରସ୍ପରର ହାତ ଧରିଲେ ୨ ବାନ୍ଧବୀ

ଟାଙ୍ଗୀ-ଚୌଦ୍ୱାର, (ଭାସ୍କର ନ୍ୟୁଜ) : ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସମଲିଙ୍ଗୀ ଏକାଠି ରହିବାର ସ୍ୱୀକୃତି ଥିବା ବେଳେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଗତପୁର ଥାନା ଅନ୍ତର୍ଗତ ବହୁଗ୍ରାମରେ । ଜଣେ…