Browsing Category
ଖବର
ଛାତ୍ରୀ ଜୀଅନ୍ତା ପୋଡିଯିବା ମାମଲା; ଚେନ୍ନାଇରୁ ପୁରୁଷ ବନ୍ଧୁକୁ ଧରିଲା ପୋଲିସ୍
କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇରେ ଛାତ୍ରୀ ଜୀଅନ୍ତା ପୋଡିଯିବା ମାମଲା । ଚେନ୍ନାଇରୁ ପୁରୁଷ ବନ୍ଧୁକୁ ଧରିଲା ପୋଲିସ । କେନ୍ଦ୍ରାପଡ଼ା ପୋଲିସର ସ୍ବତନ୍ତ୍ର ଟିମ ଯୁବକଙ୍କୁ ଧରିଛି । ଯୁବକ କେନ୍ଦ୍ରାପଡ଼ାର ତେରହି…
ପରିସ୍ରାରୁ ଅତ୍ୟଧିକ ଦୁର୍ଗନ୍ଧ ବାହାରୁଛି କି ? ସାବଧାନ…ହୋଇପାରେ ଏହି ବଡ଼ ରୋଗ
ଓଡ଼ିଶା ଭାସ୍କର: ଅଧିକାଂଶ ସମୟରେ ପରିସ୍ରାରୁ ଏକ ଅଦ୍ଭୁତ ଗନ୍ଧ ବାହାରୁଥିବା ଅନୁଭବ କରିଥିବେ । ଯଦି ଏହା ଥରେ କିମ୍ବା ଦୁଇଥର ହୁଏ, ତେବେ ଏହା ସ୍ୱାଭାବିକ ହୋଇପାରେ । କିନ୍ତୁ ଯଦି ପରିସ୍ରାରେ ବାରମ୍ବାର କିମ୍ବା…
ଓଲଟିଲା ଯାତ୍ରୀବାହୀ ବସ୍; ଥିଲେ 50ରୁ ଅଧିକ ଯାତ୍ରୀ, ଉଦ୍ଧାର କାର୍ଯ୍ୟ ଜାରି
କାମାକ୍ଷାନଗର: କନ୍ତିଓକାଟେଣୀରେ ଓଲଟିଲା ବସ । ବସ ଓଲଟିବାରୁ 20ରୁ ଅଧିକ ଯାତ୍ରୀ ଗୁରୁତର । ସମସ୍ତଙ୍କୁ ଅଁଳାବେରେଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
ପରଜଙ୍ଗରୁ ଭୁବନେଶ୍ବର…
ପ୍ରେମିକାକୁ ବୁଲେଇ ନେବା ପାଇଁ ପ୍ରେମିକ ସାଜିଲା ଭିକାରୀ, ଭାଇରାଲ ହେଉଛି ଫଟୋ
ଓଡ଼ିଶାଭାସ୍କର: ଆଜିର ସମୟରେ ଆପଣ କେବେ ବି ଯେଉଁ ଘଟଣାକୁ କଳ୍ପନା ମଧ୍ୟ କରିନଥିବେ ସୋସିଆଲ ମିଡିଆରେ ସେହିସବୁ ଘଟଣା ଦେଖିବାକୁ ପାଉଥିବେ। ଏବେ ଠିକ୍ ସେହିପରି ଏକ ପୋଷ୍ଟ ଭାଇରାଲ ହେଉଛି।
ସେହି ପୋଷ୍ଟରେ ତିନୋଟି…
ହସ୍ପିଟାଲରୁ ଆସିଲା ଛାତିଥରା ଘଟଣା, ପ୍ରସବ ବେଳେ ନବଜାତ ଶିଶୁର ହାତ କାଟିଦେଲେ ଡାକ୍ତର
ହରିୟାଣା: ହସ୍ପିଟାଲରୁ ଆସିଲା ଛାତି ଥରେଇ ଦେବା ଭଳି ଘଟଣା। ପ୍ରସବ କରିବା ସମୟରେ ନବଜାତ ଶିଶୁର ହାତ କାଟିଦେଲେ ଡାକ୍ତର। ଏପରି ଏକ ଅଭିଯୋଗ କରିଛନ୍ତି ପରିବାର ଲୋକେ।
ହରିୟାଣାର ମାନବାଧିକାର କମିଶନ ମାଣ୍ଡିଖେଡା…
ଟ୍ରମ୍ପଙ୍କ ଘା’ରେ ଲୁଣ ଛିଟା ମାରିଲା ଭାରତ, ତେଲ ନୁହେଁ ଏହି ସାମଗ୍ରୀ ପାଇଁ ରୁଷ ସହ ଡିଲ୍ କଲେ ମୋଦୀ!
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଶୁଳ୍କ ୨୫% ରୁ ୫୦% ବୃଦ୍ଧି କରିଛନ୍ତି। ଭାରତ ରୁଷ ଠାରୁ ତେଲ କିଣିଛି ବୋଲି ବାହାନା କରି ୨୫% ଅତିରିକ୍ତ ଶୁଳ୍କ ଲାଗୁ କରିଛନ୍ତି ଟ୍ରମ୍ପ।
ରୁଷ…
ରାଜଧାନୀର ଛାତି ଉପରେ ମହିଳାଙ୍କୁ କଟୁରିରେ ହାଣିଲା ଡେଲିଭରି ବୟ
ଭୁବନେଶ୍ୱର: ଡେଲିଭରି ବୟଙ୍କ ଉନ୍ମତ୍ତକାଣ୍ଡ। ଖୋଦ ରାଜଧାନୀର ଛାତି ଉପରେ ଅପରାଧ। ଡେଲିଭରି ବୟ ମଚାଇଲା ଉନ୍ମତ୍ତକାଣ୍ଡ। ଭୁବନେଶ୍ୱରର ଭରତପୁର ଅଞ୍ଚଳରେ ମହିଳାଙ୍କୁ କଟୁରିରେ ହାଣିଲା ଡେଲିଭରି ବୟ। ମୁଣ୍ଡ, ହାତ ଏବଂ…
ଶୁଳ୍କ ଲଗାଇଲେ ଟ୍ରମ୍ପ, ସବୁ ରେକର୍ଡ ଭାଙ୍ଗିଲା ସୁନା-ରୂପା ଦର
ନୂଆଦିଲ୍ଲୀ: ପୁଣି ବଢ଼ିଲା ସୁନା ଦର। ଭାଙ୍ଗିଲା ସବୁ ରେକର୍ଡ। ରାଜଧାନୀରେ ୧୦ ଗ୍ରାମ ପିଛା ସୁନାଦର ଏକାଥରେ ବଢ଼ିଲା ୩୬୦୦ ଟଙ୍କା। ଯାହାପରେ ଏବେ ସୁନା ୧୦ ଗ୍ରାମକୁ ରହିଛି ୧,୦୨,୬୨୦ ଟଙ୍କା। ଯାହାକି ପୂର୍ବର ସବୁ…
JIOର ୮୪ ଦିନିଆ ବଢ଼ିଆ ପ୍ଲାନ୍, ୧ ଟଙ୍କା ଅଧିକ ଖର୍ଚ୍ଚ କଲେ ମିଳିବ ମାଗଣା Amazon Prime
ଓଡିଶାଭାସ୍କର: JIO ୟୁଜରଙ୍କ ପାଇଁ ଖୁସି ଖବର। ଜିଓ ଆଣିଛି ଧମାକେଦାର ଅଫର। ଯଦି ଦେଖିବା ଜିଓରେ ବର୍ତ୍ତମାନ ସବୁଠାରୁ ଅଧିକ ସଂଖ୍ୟାକ ମୋବାଇଲ୍ ଉପଭୋକ୍ତା ଅଛନ୍ତି।
ଗତ କିଛି ବର୍ଷ ଧରି ଜିଓ ଉପଭୋକ୍ତା ଦୃଷ୍ଟିରୁ…
ବଡ଼ ଖବର, ଅଗଷ୍ଟ ୧୨ ତାରିଖରେ ମୋଦୀ-ନଡ୍ଡା ଘୋଷଣା କରିବେ ଉପରାଷ୍ଟ୍ରପତିଙ୍କ ନାମ!
ନୂଆଦିଲ୍ଲୀ: ଏବେ ଦେଶରେ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ସରଗରମ ରହିଛି ରାଜନୀତି। କିଏ ହେବେ ଉପରାଷ୍ଟ୍ରପତି ତାକୁ ନେଇ କଷା ଚାଲିଛି ଗଣିତ। ଆଉ ସମସ୍ତଙ୍କ ନଜର ଏବେ ମୋଦୀଙ୍କ ଉପରେ କି ପ୍ରଧାନମନ୍ତ୍ରୀ କାହାକୁ…