Browsing Category

ଖବର

ପ୍ରେମିକ ସହ ମିଶି, ଟଙ୍କା ଲୋଭରେ ୬ ବର୍ଷର ଝିଅକୁ ତାନ୍ତ୍ରିକ ହାତରେ ବିକ୍ରି କରିଦେଲା ମା’

ସାଉଥଆଫ୍ରିକା: ଘଟଣାଟି ହେଉଛି ଜଣେ ମା' ଏବଂ ତାର ୬ ବର୍ଷର ଛୋଟ ଝିଅକୁ ନେଇ। ଯେଉଁ ଘଟଣାଟି ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ରହିବନି। କାରଣ ଜଣେ ଜନ୍ମକଲା ମା' କିଛିଟା ଟଙ୍କା ପାଇଁ ନିଜର ସୁନ୍ଦରୀ ଝିଅକୁ ଜଣେ…

ଭୁବନେଶ୍ୱର ପରେ କଟକ ଛୁଇଁଲା କରୋନା

କଟକ: ଭୁବନେଶ୍ୱରରୁ କଟକକୁ ଡ଼େଇଁଲା କରୋନା। ଦିନକୁ ଦିନ ପୁଣି ଥରେ ପୂର୍ବ ବର୍ଷ ପରି ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ନିକଟରେ ଭୁବନେଶ୍ୱରରେ ଜଣେ କରୋନା ପଜେଟିଭ ଚିହ୍ନଟ ହୋଇଥିବା ବେଳେ, ଆଜି କଟକରେ…

ବାହାଘରରେ ଟଙ୍କା ଗଣି ପାରିଲାନି ବର, ବାହା ବେଦୀରୁ ବାହାଘର ଭାଙ୍ଗିଦେଲା କନିଆଁ, ଶିଶୁପାଳ ହୋଇ ଫେରିଲା ବର

ବିହାର:  ମନରେ ଅନେକ ଆଶା ନେଇ ବରଯାତ୍ରୀ ସହ କନିଆଁ ଘରେ ପହଞ୍ଚିଲା ବର। ବାଟବରଣୀ ହେଲା, ପୁଅ ଝିଅ ବି ଜୟମାଳା ଅଦଳବଦଳ କଲେ। ହେଲେ ହଠାତ୍ ଏହି ସୁଖର ମୁହୁର୍ତ୍ତ ଦୁଃଖରେ ପରିଣତ ହୋଇଗଲା। କାରଣ କନିଆଁଟି ବାହା ହେବାକୁ…

“RCB ଫାଇନାଲ ମ୍ୟାଚ୍ ନଜିତିଲେ ମୁଁ ମୋ ସ୍ୱାମୀଙ୍କୁ ଡିଭୋର୍ସ ଦେଇଦେବି” ଭାଇରାଲ ହେଉଛି ମହିଳାଙ୍କ ଭିଡ଼ିଓ

ଚଣ୍ଡିଗଡ଼:  RCB ନଜିତିଲେ ମୁଁ ମୋ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇଦେବି। ଏହି କଥାଟି ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛିନା, ହଁ ଏବେ IPL ସିଜିନ୍ ଚାଲିଥିବା ବେଳେ ଏପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ…

(video)ଥାଇଲ୍ୟାଣ୍ଡରେ ବାଘ ସହିତ ସେଲ୍ଫି ନେଉଥିଲେ ଭାରତୀୟ ଯୁବକ, ଆଟାକ୍ କଲା ବାଘ

ଥାଇଲାଣ୍ଡ:  ବାଘ ଭଳି ଭୟଙ୍କର ଶିକାରୀ ଜୀବ ସହ ଖୋଲାଖୋଲିରେ ସେଲ୍ଫି ନେଉଥିଲେ ଏବଂ ଭିଡ଼ିଓ କରୁଥିଲେ ଜଣେ ଯୁବକ। ସେ ପୁଣି ଜଣେ ଭାରତୀୟ। ହେଲେ ସେ ଜାଣିନଥିଲେ ଏହି ଭିଡ଼ିଓ ତାଙ୍କ ଜୀବନକୁ ଏତେ ବିପଦରେ ପକାଇଦେବ…

ନାରକୀୟ କାଣ୍ଡ, ବଳି ନାଁରେ ପୁତୁରାର ମୁଣ୍ଡ ଗଣ୍ଡି ଅଲଗା କରିଦେଲା ବଡ଼ବାପା

ନୂଆପଡ଼ା:  ବଡ଼ବାପାର ନାରକୀୟ କାଣ୍ଡ। ନିଜ ପୁଅ ପରି ପୁତୁରାକୁ ଅନ୍ଧବିଶ୍ୱାସ ନାଁରେ ବଳି ଚଢ଼ାଇଦେଲା। ତାହା ପୁଣି ଏହି ହତ୍ୟାକାଣ୍ଡ ଏତେ ଭୟଙ୍କର ଥିଲା ଯେ, ନିଜ ପୁତୁରାର ଗଣ୍ଡିରୁ ମୁଣ୍ଡକୁ କାଟି ଅଲଗା କରିଦେଲା।…

ଫାଟିଲା ପ୍ରେସର ବୋମା, ୩ ଗୁରୁତର

ଛତିଶଗଡ଼:  ପୁଣି ଫାଟିଲା ପ୍ରେସର ବୋମା। ଘଟିଗଲା ଅଘଟଣ। ପ୍ରେସର ବୋମା ଫାଟି ୩ ଗୁରୁତର। ଗୁରୁତରଙ୍କୁ ବିଜାପୁର ମେଡିକାଲରେ ଭର୍ତ୍ତି କରାଯାଇଛି।  ହେଲେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ କୌଣସି ସୂଚନା…

ଆଜି ଅନ୍ତର୍ଜାତୀୟ ଆଳୁ ଦିବସ, 16ଶହ କୋଟିରୁ ଉର୍ଦ୍ଧ୍ବ ହେଉଛି ଆମଦାନୀ

ଓଡ଼ିଶା ଭାସ୍କର: ଆଜି ହେଉଛି ଅନ୍ତର୍ଜାତୀୟ ଆଳୁ ଦିବସ । ଓଡ଼ିଶାରେ ଆଳୁ ମଧ୍ୟ ବହୁତ ଲୋକପ୍ରିୟ । ଏହି ଦିବସର ଲକ୍ଷ୍ୟ ଆଳୁର ପୁଷ୍ଟିକର, ଆର୍ଥିକ, ଏବଂ ସାଂସ୍କୃତିକ ମୂଲ୍ୟ ବିଷୟରେ ସଚେତନତା ସୃଷ୍ଟି କରିବା। ଓଡ଼ିଶାରେ…

ବାପଘରେ କରୁଥିଲେ ରାସଲୀଳା, ଶ୍ୱଶୁରଙ୍କୁ ସନ୍ଦେହ ହେଲା, ତା’ପରେ ସତ ସାମ୍ନାକୁ ଆସିଲା

ବିହାର: କୁହାଯାଏ, ଦୁହିତା ଦୁଇକୂଳକୁ ହିତା। ବାହାଘର ପରେ ଶାଶୂଘର ହିଁ ତା ପାଇଁ ନିଜ ଘର ହୋଇଯାଏ। କିନ୍ତୁ ବିହାରର ପୂର୍ଣ୍ଣିୟାରେ, ଜଣେ ମହିଳା ବିବାହ ପରେ ବାରମ୍ବାର ତାଙ୍କ ବାପଘରକୁ ଯାଇ ମାସ ମାସ ରହୁଥିଲେ।…

5ଲକ୍ଷ ଟଙ୍କା ଓ ସୁନାଗହଣା ଲୁଟ

କେନ୍ଦୁଝର: ଦିନକୁ ଦିନ ଲୁଟପାଟର ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ନିକଟସ୍ଥ ଆନନ୍ଦପୁର ଥାନା ଅନ୍ତର୍ଗତ ବଞ୍ଚୋ ଛକ ଅଞ୍ଚଳରେ। ଦୁର୍ବୁତ୍ତମାନେ ଘରୁ ଝରକା ତାଡି 5…