• Likes
  • Followers
  • Subscribers
  • Followers
  • Android App
  • Sunday, September 14, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ଖୁସିଖବର! ଏହି ମାସରେ ଆକାଉଣ୍ଟକୁ ୪ ହଜାର ଟଙ୍କା ପଠାଇବେ କେନ୍ଦ୍ର ସରକାର, ଜାଣନ୍ତୁ କିପରି ପାଇବେ ଲାଭ?

ଖୁସିଖବର! ଏହି ମାସରେ ଆକାଉଣ୍ଟକୁ ୪ ହଜାର ଟଙ୍କା ପଠାଇବେ କେନ୍ଦ୍ର ସରକାର, ଜାଣନ୍ତୁ କିପରି ପାଇବେ ଲାଭ?

By Sushreejyoti Routray Last updated Jun 21, 2021 at 1:33 PM
Share

ନୂଆଦିଲ୍ଲୀ: ଚଳିତ ମାସରେ କେନ୍ଦ୍ର ସରକାର କୃଷକଙ୍କ ଆକାଉଣ୍ଟକୁ ୪୦୦୦ ଟଙ୍କା ପଠାଇପାରନ୍ତି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧିନରେ କୃଷକଙ୍କୁ ୪ ହଜାର ଟଙ୍କା ମିଳିବାର ସୁଯୋଗ ରହିଛି । ନିକଟରେ ସରକାର କୃଷକଙ୍କୁ ଖାତାକୁ ୨୦୦୦ ଟଙ୍କା ଟ୍ରାନ୍ସଫର କରିଥିଲେ । ଯଦି ଆପଣ ବି ଏହି ସୁବିଧାର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ରେଜିଷ୍ଟ୍ରେସନ କରନ୍ତୁ । କିଷାନ ସମ୍ମାନ ନିଧି ଯୋଜନା ଅଧିନରେ ବର୍ତ୍ତମାନ ସୁଦ୍ଧା ୯ କୋଟିରୁ ଅଧିକ କୃଷକ ରେଜିଷ୍ଟ୍ରେସନ କରିଛନ୍ତି ।

ତେବେ ଆପଣ ପିଏମ କିଷାନ ଯୋଜନାର ଅଫିସିଆଲ ୱେବସାଇଟ୍ pmkisan.gov.inକୁ ଯାଇ ଫର୍ମ ପୂରଣ କରିପାରିବେ । ରେଜିଷ୍ଟ୍ରେସନ କରିବା ପରେ ସରକାରଙ୍କ ପକ୍ଷରୁ ଆପଣଙ୍କ ଖାତାକୁ ଟଙ୍କା ଆସିବା ଆରମ୍ଭ ହେବ । ଏପରି ଅନେକ କୃଷକ ଅଛନ୍ତି ଯେଉଁମାନଙ୍କୁ ୨୦୦୦ ଟଙ୍କାର ଏହି ସହାୟତା ମିଳିନାହିଁ, କାହିଁକି ନା ସେମାନେ ଏହି ଯୋଜନାରେ ରେଜିଷ୍ଟ୍ରେସନ କରିନାହାନ୍ତି । ଏଭଳି ପରିସ୍ଥିତିରେ ଯଦି କୌଣସି କୃଷକ ଚାହାନ୍ତି, ତେବେ ୩୦ ଜୁନ୍ ସୁଦ୍ଧା ରେଜିଷ୍ଟ୍ରେସନ କରିପାରନ୍ତି । ଏହାକୁ ମଞ୍ଜୁରି ମିଳିବା ମାତ୍ରେ ଅପ୍ରେଲ-ଜୁଲାଇର କିସ୍ତି ଜୁଲାଇରେ ମିଳିଯିବ ଓ ଅଗଷ୍ଟର ନୂଆ କିସ୍ତି ଆକାଉଣ୍ଟରେ ଆସିଯିବ । ଅର୍ଥାତ୍ ଆପଣ ଦୁଇଟି କିସ୍ତିର ଲାଭ ଉଠାଇପାରିବେ ।

କିପରି କରିବେ ରେଜିଷ୍ଟ୍ରେସନ?
୧- ଆପଣଙ୍କୁ ପ୍ରଥମେ ପିଏମକିଷାନ ୱେବସାଇଟ pmkisan.gov.inକୁ ଯିବାକୁ ପଡିବ ।

ଆହୁରି ପଢନ୍ତୁ

ଫସର ଫାଟିଲା ପାକିସ୍ତାନ ଖେଳାଳିଙ୍କ…

UPI ପେମେଣ୍ଟ କରୁଥିବା ଲୋକଙ୍କ ପାଇଁ ବଡ଼ ଖବର,…

୨- ଏଥିରେ ଆପଣଙ୍କୁ Farmers Corner ଅପସନକୁ କ୍ଲିକ୍ କରିବାକୁ ପଡିବ ।

୩- ଏବେ ଆପଣଙ୍କୁ New Farmer Registration ବିକଳ୍ପ ଉପରେ କ୍ଲିକ୍ କରିବାକୁ ପଡିବ ।

୪- ନୂଆ ଟ୍ୟାବ୍ ଖୋଲିବ, ଯେଉଁଥିରେ ଆଧାର ନମ୍ବର ଓ କ୍ୟାପଚର କୋଡ ଦେବାକୁ ପଡିବ ।

୫- ଏବେ ଆପଣଙ୍କୁ ନିଜର ତଥ୍ୟ ଓ ଜମିର ବିବରଣୀ ଦେବାକୁ ପଡିବ ।

୬- ସମସ୍ତ ସୂଚନା ଦେବା ପରେ ସବମିଡ ବଟନ୍ ଉପରେ କ୍ଲିକ୍ କରିବାକୁ ପଡିବ ।

ଯଦି କୌଣସି ଚାଷୀ ଜୁନରେ ରେଜିଷ୍ଟ୍ରେସନ କରୁଛି, ତେବେ ପ୍ରଥମ କିସ୍ତି ଜୁଲାଇରେ ମିଳିବ । ଆଗାମୀ କିସ୍ତି ବି ମିଳିବ, ଯାହାକୁ ସରକାର ଅଗଷ୍ଟରେ ଦେବାକୁ ଯାଉଛନ୍ତି । ଏହାର ଅର୍ଥ ପିଏମ କିଷାନ ଯୋଜନରେ ଦ୍ୱିଗୁଣ ଲାଭ ମିଳିବ । ଯୋଜନା ପାଇଁ ରେଜିଷ୍ଟ୍ରସନ କରିବା ଦ୍ୱାରା ୪୦୦୦ ଟଙ୍କା ମିଳିବ ।

Share

Prev Post

ବାପା-ମାଆ ଚାଲିଗଲା ପରେ ୩ ବର୍ଷ ଧରି ଭଉଣୀକୁ ଦୁଷ୍କର୍ମ କରୁଥିଲା ନିର୍ଦ୍ଦୟୀ ଭାଇ

Next Post

ପ୍ରଥମ ଥର ପାଇଁ ଘୋଡ଼ା ଚଢ଼ି ବିବାହ କଲା ଅନୁସୂଚିତ ସାମାଜର ବର

You might also like More from author
Asia Cup

ଫସର ଫାଟିଲା ପାକିସ୍ତାନ ଖେଳାଳିଙ୍କ ଭବିଷ୍ୟବାଣୀ, ଖାତା ଖୋଲି ପାରିଲେନି ଏହି ଖେଳାଳି 

ବାଣିଜ୍ୟ

UPI ପେମେଣ୍ଟ କରୁଥିବା ଲୋକଙ୍କ ପାଇଁ ବଡ଼ ଖବର, ୧୫ ସେପ୍ଟେମ୍ବରରୁ ଲାଗୁ ହେବ ନୂଅ ନିୟମ

Asia Cup

ନା ମୁହଁକୁ ଚାହିଁଲେ… ନା ହାତ ମିଶିଲା, ଟସ୍ ସମୟରେ ଉଭୟ ଟିମ୍ କ୍ୟାପଟେନ୍ ଏପରି ଥିଲା…

ବାଣିଜ୍ୟ

Post Officeର ଏହି ସ୍କିମରେ ନିବେଶ କରନ୍ତୁ, Taxରୁ ନିଜକୁ ସୁରକ୍ଷିତ ରଖି ମାଲେମାଲେ ହୁଅନ୍ତୁ

Top Stories

ଜଜଙ୍କ ସାମ୍ନାରେ ଭୋ ଭୋ ହୋଇ କାନ୍ଦିଲେ ଅଭିନେତା, କହିଲେ ମତେ ବିଷ ଦେଇ ଦିଅ…

Asia Cup

ଆରମ୍ଭ ହେଲା IND VS PAK ଟକ୍କର; ଟସ ଜିତିଲା ପାକିସ୍ତାନ, ବୋଲିଂ କରିବ ଭାରତ

Prev Next
Odisha Bhaskar

Recent Posts

ବିଜ୍ଞାପନ ପାଇଁ ହଟହଟା ହେଲେ ସୁନ୍ଦରୀ ଉର୍ବଶୀ,…

ଫସର ଫାଟିଲା ପାକିସ୍ତାନ ଖେଳାଳିଙ୍କ…

UPI ପେମେଣ୍ଟ କରୁଥିବା ଲୋକଙ୍କ ପାଇଁ ବଡ଼ ଖବର,…

ଚାଲିଛି ଲଢ଼େଇ, ଦୁଲ ଦାଲ ପଡ଼ୁଛି ୱିକେଟ, ରନ୍…

ନା ମୁହଁକୁ ଚାହିଁଲେ… ନା ହାତ ମିଶିଲା,…

Post Officeର ଏହି ସ୍କିମରେ ନିବେଶ କରନ୍ତୁ,…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ଫସର ଫାଟିଲା ପାକିସ୍ତାନ ଖେଳାଳିଙ୍କ…

UPI ପେମେଣ୍ଟ କରୁଥିବା ଲୋକଙ୍କ ପାଇଁ ବଡ଼ ଖବର,…

ନା ମୁହଁକୁ ଚାହିଁଲେ… ନା ହାତ ମିଶିଲା,…

Post Officeର ଏହି ସ୍କିମରେ ନିବେଶ କରନ୍ତୁ,…

Prev Next 1 of 28,045
© 2025 - TK Digital All Rights Reserved.