fbpx
BSKY
BJD SHG SKY
BJD YOUTH SKY

ବାହ୍ୟ ମଳତ୍ୟାଗ ମୁକ୍ତ ହେଲା ଚିକିଟି

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ମିଶନରେ ଆରମ୍ଭ ହୋଇଥିବା ଶୂନ୍ୟ ବାହ୍ୟ ମଳତ୍ୟାଗ ପ୍ରକ୍ରିୟାରେ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡି ହୋଇଯାଇଛି । ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଚିକିଟି ନଗଳପାଳିକା(ଏନଏସି) ବାହ୍ୟ ମଳତ୍ୟାଗ ମୁକ୍ତ ଏନଏସିର ମାନ୍ୟତା ହାସଲ କରିଛି । ଚିକିଟି ନଗରପାଳିକାର ଏହି ସଫଳତାକୁ ନେଇ ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ୍ କରି ଧନ୍ୟବାଦ ଜଣାଇଛନ୍ତି ।

ସମସ୍ତ ଚିକିଟି ବାସୀଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା । ଆପଣଙ୍କ ନିରନ୍ତର ଉଦ୍ୟମ ଫଳରେ ଚିକିଟି ନଗରପାଳିକା ଏହି ସଫଳତା ହାସଲ କରିଛି ବୋଲି ଟ୍ୱିଟ୍ କରିଥିଲେ ଜିଲ୍ଲାପାଳ । ଏହା ପୂର୍ବରୁ ବାଙ୍କୀ ଏବଂ କୋଟପାଡ ବାହ୍ୟ ମଳମୁକ୍ତ ଏନଏସି ତାଲିକାରେ ସ୍ଥାନ ପାଇ ସାରିଛନ୍ତି ।

Get real time updates directly on you device, subscribe now.