Breaking: ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମୋହନ ମାଝୀଙ୍କ ଶୁଭେଚ୍ଛା ‘ଦୃଢ଼ ଆତ୍ମବିଶ୍ୱାସ ସହ ପରୀକ୍ଷା ଦିଅ’

ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶୁଭେଚ୍ଛା ।

ସିଏମ କହିଲେ, ଚାପମୁକ୍ତ ହୋଇ ସକରାତ୍ମକ ମନୋଭାବ ସହ ପରୀକ୍ଷା ଦିଅ । ଦୃଢ଼ ଆତ୍ମବିଶ୍ୱାସର ସହ ପରୀକ୍ଷା ଦେଇ ଉତ୍ତମ ପ୍ରଦର୍ଶନ କରନ୍ତୁ ।

ସମସ୍ତ ପରୀକ୍ଷାର୍ଥୀଙ୍କ ସଫଳ ଓ ଉଜ୍ୱଳ ଭବିଷ୍ୟତ କାମନା ।

ସେପଟେ ପରୀକ୍ଷାକେନ୍ଦ୍ର ବୁଲି ଦେଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ପରୀକ୍ଷା ଠିକ୍ ଭାବେ ଚାଲିଛି ନା ନାହିଁ ତା’ର ତଦାରଖ କରିଛନ୍ତି ମନ୍ତ୍ରୀ ।