fbpx

Big Breaking: ଦିଗପହଣ୍ଡି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର: ଦିଗପହଣ୍ଡି ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ବଦଲାଇବା ଖବର ସାମ୍ନାକୁ ଆସିଛି । ତେବେ କଂଗ୍ରେସ ପ୍ରାର୍ଥୀ ଘୋଷଣାର ୧୧ ଦିନ ପରେ ପୁଣି ପ୍ରାର୍ଥୀ ବଦଳାଇଛି । ଶ୍ରୀଧର ଦେବଙ୍କ ସ୍ଥାନରେ ସାକା ସୁଜିତ କୁମାର ନୂଆ ପ୍ରାର୍ଥୀ ରୂପେ ଠିଆ ହୋଇଛନ୍ତି । ଏନେଇ ଏକ୍ସ ଜରିଆରେ ସୂଚନା ଦେଲା ରାଜ୍ୟ କଂଗ୍ରେସ ।

Get real time updates directly on you device, subscribe now.