BREAKING: ଅକ୍ଷୟ ତୃତୀୟାରୁ କଂଗ୍ରେସ କରିବ ଚାଷୀ ସଭା

୩୦ ତାରିଖରେ କଂଗ୍ରେସ ଚାଷୀ ସଭା କରିବାକୁ ଯୋଜନା କରିଛି। ପ୍ରତ୍ୟେକ ଜିଲ୍ଲାରେ ଚାଷୀ ସଭା କରିବ କଂଗ୍ରେସ।

ଭୁବନେଶ୍ୱର: ରାଜ୍ୟରେ କଂଗ୍ରେସ କରିବ ଚାଷୀ ସଭା। ଅକ୍ଷୟ ତୃତୀୟ ଠାରୁ କଂଗ୍ରେସ ଆରମ୍ଭ କରିବାକୁ ଯାଉଛି ଏହି ବଡ଼ ଯୋଜନା।

୩୦ ତାରିଖରେ କଂଗ୍ରେସ ଚାଷୀ ସଭା କରିବାକୁ ଯୋଜନା କରିଛି। ପ୍ରତ୍ୟେକ ଜିଲ୍ଲାରେ ଚାଷୀ ସଭା କରିବ କଂଗ୍ରେସ। ଜିଲ୍ଲାରେ ଚାଷୀଙ୍କ ସମସ୍ୟା ନେଇ ଆଲୋଚନା କରିବ।

ଏହା ପରେ ଚାଷୀଙ୍କ ଆନ୍ଦୋଳନ ଆରମ୍ଭ କରିବ କଂଗ୍ରେସ। ପିସିସି ସଭାପତି ଭକ୍ତ ଚରଣ ଦାସ ଏନେଇ ସୂଚନା ଦେଇଛନ୍ତି।