fbpx

ଆଜିଠୁ ପୁଣି ପୁରୀ ସେବାୟତଙ୍କର ହେବ କୋରୋନା ଟେଷ୍ଟ

ପୁରୀ,୧୧/୭(ଓଡିଶା ଭାସ୍କର): ଆଜିଠୁ ପୁଣିଥରେ ପୁରୀ ସେବାୟତଙ୍କର କୋରୋନା ଟେଷ୍ଟ ହେବ। ୧୪ ଯାଏ ରଥଯାତ୍ରାରେ ନିୟୋଜିତ ହୋଇଥିବା ସମସ୍ତ ସେବାୟତଙ୍କର ଟେଷ୍ଟ ହେବ । ଏହା ସହ ପୌରାଞ୍ଚଳର ୩୨ଟି ୱାର୍ଡରେ ୬୪ଟି ଟିମ୍‌ର ଚାଲିଛି ହେଲ୍‌ଥ ସର୍ଭେ। ଏନ୍ୟପଟେ କରୋନା ମୁକାବିଲା ପାଇଁ ୩୧ ପର୍ଯ୍ୟନ୍ତ ପୁରୀ ବଡ଼ଦାଣ୍ଡରେ କ୍ୟାବିନ ପଡିବନି ବୋଲି କୁହାଯାଇଛି ।

Get real time updates directly on you device, subscribe now.