fbpx

ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୨୩ ଲକ୍ଷ ୬୩ ହଜାର ୩୧୦କୁ ବୃଦ୍ଧି

ନୂଆଦିଲ୍ଲୀ,୯ ।୨: ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୨୩ ଲକ୍ଷ ୬୩ ହଜାର ୩୧୦କୁ ବୃଦ୍ଧି ପାଇଛି। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ କୋଟି ୭୮ ଲକ୍ଷ ୩୩ ହଜାର ୭୫୪କୁ ବୃଦ୍ଧି ପାଇଛି । ଏହାରି ମଧ୍ୟରେ କୋରୋନାରୁ ୭ କୋଟି ୯୮ ଲକ୍ଷ ୪୦ ହଜାର ଜଣ ସୁସ୍ଥ ହୋଇସାରିଛନ୍ତି ।

Get real time updates directly on you device, subscribe now.