fbpx

ଦେଶରେ ବିଗୁଡୁଛି କରୋନା ସ୍ଥିତି : କେନ୍ଦ୍ର ସରକାର

ଦେଶରେ କରୋନା ସ୍ଥିତି ଦିନ କୁ ଦିନ ବିଗିଡ଼ିବାର ଲାଗିଛି ବୋଲି କହିଛନ୍ତି କେନ୍ଦ୍ର ସରକାର । ଦେଶରେ କରୋନା ପରିସ୍ଥିତି ଖରାପରୁ ଖରାପ ହେବାରେ ଲାଗିଛି । କରୋନା ଭାଇରସ ଯୋଗୁଁ ପୁରା ଦେଶ ପ୍ରତି ବିପଦ ରହିଛି । ସଂକ୍ରମଣ ରୋକିବା ଓ ଜୀବନ ବଂଚାଇବା ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି । ନୀତି ଆୟୋଗ ସଦସ୍ୟ ଡକ୍ଟର ଭିକେ ପଲ ଏ ନେଇ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.