fbpx

କୋଭିଡ୍‌ ବଟିକା ‘ମୋଲନୁିରାଭିର’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳ ଘୋଷଣା

ନୂଆଦିଲ୍ଲୀ: ଭାରତୀୟ ଫାର୍ମାସ୍ୟୁଟିକାଲ୍‌ କମ୍ପାନି ହେଟେରୋ ଶନିବାର ନିଜର କୋଭିଡ୍‌ ବଟିକା ‘ମୋଲନୁିରାଭିର’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳ ଘୋଷଣା କରିଛି । ମୋଲନୁରାଭିର ଷ୍ଟାଣ୍ଡାର୍ଡ ଅଫ୍‌ କେୟାର (ଏସଓସି) ସହିତ କରୋନାର ମୃତ୍ୟୁ ସଂଖ୍ୟାକୁ ୬୫% ପର୍ଯ୍ୟନ୍ତ ହ୍ରାସ କରିପାରୁଛି ବୋଲି ହେଟେରୋ ଦାବି କରିଛି । ଫେବୃଆରୀ ୧୨ରୁ ୧୬ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଅଧ୍ୟୟନ ସମୟରେ କୌଣସି କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇନଥିବା ହେଟେରୋ କର୍ତ୍ତୃପକ୍ଷ କହିଛନ୍ତି । ସେମାନଙ୍କ ଉପରେ ମୋଲନୁିରାଭିରର ପ୍ରଭାବ ଭଲ ଥିବା ଦେଖାଯାଇଥିଲା ।

Get real time updates directly on you device, subscribe now.