fbpx

ରେଳ ଧାରଣାରେ ଦମ୍ପତିଙ୍କ ମୃତ ଦେହ : ସାମାନ୍ୟ ଝଗଡା ପାଇଁ ଚାଲିଗଲା ଦୁହିଁଙ୍କ ଜୀବନ

ଭୁବନେଶ୍ୱର : ବାଣିବିହାର ଷ୍ଟେସନ ନିକଟସ୍ଥ ବମିଖାଲର ରେଳଧାରଣାରୁ ଆଜି ସକାଳ ସମୟରେ ଜିଆରପି ଏକ ଦମ୍ପତିର ମୃତ ଦେହ ଉଦ୍ଧାର କରିଛି । ଦମ୍ପତିଙ୍କ ଘର କଟକ ବୋଲି ସୂଚନା ମିଳିଛି । ପାରିବାରିକ କଳହରୁ ଏଭଳି ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି ।
ପଡୋଶୀ କହିଛନ୍ତି, ରାଜମିସ୍ତ୍ରୀ ଭାବେ ସ୍ୱାମୀ ଜଣକ କାମ କରୁଥିଲେ । ଗତକାଲି ରାତିରେ କୌଣସି କାରଣରୁ ପାରିବାରରେ କଳହ ହୋଇଥିଲା । ଏହାପରେ ଉଭୟ ସ୍ୱାମୀ-ସ୍ତ୍ରୀ ରେଳଧାରଣାରେ ଆତ୍ମହତ୍ୟା କରିଥରବାର ସନ୍ଦେହ କରାଯାଉଛି । ସୂଚନା ପାଇ ଜିଆରପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

Get real time updates directly on you device, subscribe now.