fbpx

ବ୍ରେକ୍ ଫେଲ୍ ହେବାରୁ ଚାଲିଗଲା ଜୀବନ

ଦିଗପହଣ୍ଡି,୨୦ ।୧୦(ଓଡିଶା ଭାସ୍କର): ଦିଗପହଣ୍ଡି ପାତ୍ରପୁର ବ୍ଲକ କଣ୍ଟାଖାଳି ଗାଁ ନିକଟରେ ଘଟିଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଗାଡି ବ୍ରେକ ଫେଲ୍ ହେବାରୁ ଘଟିଛି ଦୁର୍ଘଟଣା । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି । ନୂଆଗଡରୁ ମା’ କୁରେଇଶୁଣିଙ୍କ ଦର୍ଶନ ସାରି ଫେରୁଥିବା ଘଟିଥିଲା ଏହି ଅଘଟଣ । ମୃତକ ଜଣକ ଟିକରପଡା ଅଞ୍ଚଳର ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.