fbpx

ପୁରୀରେ ବ୍ୟାପୁଛି ଝାଡ଼ାବାନ୍ତି, ୩୦ ଜଣ ମେଡିକାଲରେ ଭର୍ତ୍ତି

ପୁରୀ: ପୁରୀ ସହରର ବିଭିନ୍ନ ଅଞ୍ଚଳରେ ବ୍ୟାପୁଛି ଝାଡ଼ାବାନ୍ତି । ବାଲିସାହି, ରେଡ଼କ୍ରସ୍ ରୋଡ୍ ସହ ବିଭିନ୍ନ ଅଞ୍ଚଳରେ ଏକାଧିକ ଆକ୍ରାନ୍ତ ଥିବା ଖବର ସାମ୍ନାକୁ ଆସିଛି । ଏହି ଝାଡ଼ାବାନ୍ତିରେ ୩୦ ଜଣ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ କିଛି ସୁସ୍ଥ ଥିବା ଜଣାପଡ଼ିଛି । ବରାହୀ ଲେନରେ ଝାଡ଼ାବାନ୍ତିରେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.