fbpx

ପ୍ରାଣ ପ୍ରତିଷ୍ଠା ପରେ ରାତିରେ ଦୀପାବଳି ପାଳନ: ବାସଭବନରେ ଦୀପ ଜଳାଇବେ ପ୍ରଧାନମନ୍ତ୍ରୀ

Advertisement

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିରର ପବିତ୍ର ପ୍ରାଣ ପ୍ରତିଷ୍ଠା ଉତ୍ସବ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦୀପାବଳି ପାଳନ କରିବେ । ଅଯୋଧ୍ୟାରୁ ଫେରି ରାଜଧାନୀ ଦିଲ୍ଲୀର ଲୋକ କଲ୍ୟାଣ ମାର୍ଗ ସ୍ଥିତ ନିଜ ବାସଭବନରେ ଦୀପ ଜଳାଇ ଦୀପାବଳି ପାଳନ କରିବେ ପ୍ରଧାନମନ୍ତ୍ରୀ । ଆଜି ନିଜ ଘରେ ଦୀପୋତ୍ସବ ପାଳନ କରିବେ ନରେନ୍ଦ୍ର ମୋଦୀ । ଏହାପୂର୍ବରୁ ଜନସଭା ସମୟରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିଜ ନିଜ ଘରେ ଆଜି ଦୀପ ଜାଳିବା ପାଇଁ ଆହ୍ୱାନ କରିଥିଲେ । ରାମ ମନ୍ଦିରରେ ବିଧି ବିଧାନ ଅନୁଯାୟୀ ପ୍ରାଣ ପ୍ରତିଷ୍ଠା ଉତ୍ସବ ସମାପନ ପରେ ଦୀପାବଳି ପାଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Get real time updates directly on you device, subscribe now.