fbpx

ମଦ୍ୟପ ଡ୍ରାଇଭରଙ୍କ ସିରିଜ୍ ଦୁର୍ଘଟଣା: ଖସି ପଳାଇବା ବେଳେ ଧରିଲା ପୋଲିସ୍

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଜାଭିଅର ଛକରେ କାର୍ ଦ୍ୱାରା ସିରିଜ ଦୁର୍ଘଟଣା । ପିସିଆର ଭ୍ୟାନ ସମେତ ଏକାଧିକ ଗାଡ଼ିକୁ ଧକ୍କା ଦେଲା କାର୍ । ଖସି ପଳାଉଥିବା ବେଳେ କାର ସହ ଚାଳକଙ୍କୁ ଧରିଲା ପୋଲିସ୍ । କାର କାଚ ଭାଙ୍ଗି ଦୁର୍ବୁତ୍ତକୁ ଧରିଲା ପୋଲିସ୍ ।

ସୂଚନା ଅନୁଯାୟୀ, କାରର ଚାଳକ ମଦପିଇ ଗାଡ଼ି ଚଳାଉଥିଲେ ଏବଂ ଜୟଦେବ ବିହାର ଛକରୁ ଜାଭିୟର ଛକ ମଧ୍ୟରେ ପ୍ରାୟ ୬ ଟି ଗାଡ଼ିକୁ ଧକ୍କା ଦେଇଥିବା ସୂଚନା ମିଳିଛି । ୪ ଜଣ ଆହତ ମଧ୍ୟ ହୋଇଛନ୍ତି ।

Get real time updates directly on you device, subscribe now.