ଭୁବନେଶ୍ୱର: ବିଲ୍ଡର ସଂସ୍ଥା ‘Z’ ଏପରେ ଇଡି ଚଢାଉ କରିଛି । ୧୧ଟି ସ୍ଥାନରେ ଇଡି ରେଡ୍ କରୁଛି । ବେଆଇନ ବୈଦେଶିକ ମୁଦ୍ରା ବିନିମୟ ଅଭିଯୋଗରେ ଏହି ରେଡ୍ ଜାରି ରହିଛି । ‘Z’ ନିର୍ଦ୍ଦେଶକଙ୍କ ଘର ଓ ଅଫିସରେ ରେଡ୍ କରାଯାଉଛି । ଇଡି ରେଡ୍ ନେଇ ‘Z’ କର୍ତ୍ତୁପକ୍ଷଙ୍କ ପ୍ରକ୍ରିୟା ଏପର୍ଯ୍ୟନ୍ତ ମିଳିପାରିନି ।