fbpx

ଆର୍ଟିଲାରିରେ ନିଯୁକ୍ତି ପାଇବେ ମହିଳା ଅଫିସର: ସ୍ଥଳସେନା ମୁଖ୍ୟ ଜେନେରାଲ ପାଣ୍ଡେଙ୍କ ସୂଚନା

ନୂଆଦିଲ୍ଲୀ: ଭାରତୀୟ ସେନା ଆର୍ଟିଲାରି କର୍ପର୍ସରେ ମହିଳା ଅଫିସର ନୁଯୁକ୍ତି ପାଇବେ । ଏନେଇ ଭାରତର ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ସୂଚନା ଦେଇଛନ୍ତି ।

ତେବେ ମନୋଜ ପାଣ୍ଡେ ଭାରତୀୟ ସେନା ଆର୍ଟିଲାରି କର୍ପର୍ସରେ ମହିଳା ଅଫିସର ନୁଯୁକ୍ତି ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ଏଥିସହିତ ସରକାର ତାଙ୍କ କଥା ଶୁଣିବେ ବୋଲି ସେ ଆଶା ରଖିଥିବା କହିଛନ୍ତି । ଏତତ୍ ବ୍ୟତୀତ ସେ ଏହା ମଧ୍ୟ କହିଛନ୍ତି ସରକାର ଏହି ପ୍ରସ୍ତାବକୁ ମଞ୍ଜୁରୂ ଦେଇପାପନ୍ତି ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.