fbpx

ବନ୍ଧାହେଲେ ମୃଦୁ ପାନୀୟ ଫ୍ୟାକ୍ଟ୍ରି ମାଲିକ

ମଞ୍ଚେଶ୍ୱର,୩ ।୨(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ଓ କଟକରେ ଅନେକ ନକଲି ମାଲ୍ ଜବତ ହେବାରେ ଲାଗିଛି । ଏହାରି ମଧ୍ୟରେ ଗତକାଲି ଭୁବନେଶ୍ୱରର ମଞ୍ଚେଶ୍ୱରରୁ ନକଲି ମୃଦୁ ପାନୀୟ ଜବତ କରାଯାଇଥିଲା । ଏହି ମାମଲାରେ ନକଳି ମୃଦୁ ପାନୀୟ ଫ୍ର୍ୟାକ୍ଟ୍ରିର ମାଲିକ ଶ୍ରପତ୍ତି ରଞ୍ଜନ ବେହେରାଙ୍କୁ ଆଜି ଗିରଫ କରିଛନ୍ତି ପୋଲିସ ।

ତେବେ କାଲି ଚଢାଉ କରି ନକଲି ମୃଦୁ ପାନୀୟ ଫ୍ୟାକ୍ଟ୍ରି ସିଲ୍ କରିଥିଲା ପୋଲିସ ।

Get real time updates directly on you device, subscribe now.