fbpx

ନିମାପଡ଼ା ରାସ୍ତା ରଟିଲୋ ଛକରେ ମର୍ମନ୍ତୁଦ ଦୁର୍ଘଟଣା: ୮ରୁ ଅଧିକ ଆହତ

କୋଣାର୍କ: ପିପିଲି ନିମାପଡ଼ା ରାସ୍ତା ରଟିଲୋ ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ମାଲବାହୀ ପିକଅପ ପଛକୁ ଟାଟା ମ୍ୟାଜିକ୍ ପିଟିବାରୁ ଏହି ଦୁର୍ଘଟଣା ଘଟିଛି । ତେବେ ଏହି ଦୁର୍ଘଟଣାରେ ଡ୍ରାଇଭର ସମେତ ୨ଜଣ ଗୁରୁତର ଅଛନ୍ତି । ଏଥିସହ ୮ରୁ ଅଧିକ ଲୋକେ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିମାପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।

Get real time updates directly on you device, subscribe now.