fbpx

ଜାଣନ୍ତୁ ନିରଞ୍ଜନ ପୂଜାରୀଙ୍କୁ ମିଳିଲା କେଉଁ ମନ୍ତ୍ରଳାୟ ଏବଂ ତାଙ୍କର ଶିକ୍ଷାଗତ ଯୋଗ୍ୟତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ନିରଞ୍ଜନ ପୂଜାରୀ । ତାଙ୍କୁ ଅର୍ଥ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରଳାୟ ଦାୟିତ୍ୱ ମିଳିଛି । ନିରଞ୍ଜନ ୨୦୦୦,୨୦୦୪,୨୦୦୯, ୨୦୧୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଙ୍କା ଓ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି । ବାଣିଜ୍ୟରେ ସ୍ନାତକ କରିବା ସହ ଏଲଏଲବି କରିଥିବାର ସୂଚନା ରହିଛି ।

 

 

 

Get real time updates directly on you device, subscribe now.