fbpx

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରେ ଲାଗିଲା ନିଆଁ: ଲିଭାଇବାକୁ ଅଗ୍ନିଶମବାହିନୀର ଉଦ୍ୟମ ଜାରି

ପୁରୀ-କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ୧୪ ନମ୍ବର ଜୋନ ବେଲଦଳ ଗ୍ରାମ ନିକଟରେ ଲାଗିଲା ନିଆଁ । ସୂଚନା ପାଇ ତୁରନ୍ତ ଅଗ୍ନିଶବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ୩ଟି ଅଗ୍ନଶିମବାହିନୀ ଦ୍ୱାରା ନିଆଁକୁ କିଛି ମାତ୍ରାରେ ଆୟତ୍ତ କରାଯାଇଥିଲେ ବି ସଂପୂର୍ଣ୍ଣ ଭାବରେ ଲିଭିନାହଁ ନିଆଁ । ନିଆଁ ଲିଭା କାର୍ଯ୍ୟରେ ଗାଁ ଲୋକ ମଧ୍ୟ ସାମିଲ ହୋଇଛନ୍ତି ।

ତେବେ ସନ୍ଧ୍ୟାରେ କିଛି ଯୁବକ ଏଠାରେ ଭୋଜି କରୁଥିବାବେଳେ ନିଆଁ ଲାଗିଥିବାନେଇ କୁହାଯାଉଛି । ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗ କରିଛି ପ୍ରୟାସ ।

 

Get real time updates directly on you device, subscribe now.