fbpx

ସମଲେଇ ମନ୍ଦିର ଦୀପ ଘରେ ଅଗ୍ନିକାଣ୍ଡ

ସମ୍ବଲପୁର(ଓଡିଶା ଭାସ୍କର): ସମ୍ବଲପୁର ସମଲେଇ ମନ୍ଦିର ଦୀପ ଘରେ ହୋଇଛି ଭୟଙ୍କର ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିବାରୁ ଜଳିଯାଇଛି ପୂଜା ସାମଗ୍ରୀ । ମୁଖ୍ୟ ମନ୍ଦିରର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି ।

ତେବେ ସମଲେଇ ମନ୍ଦିରରେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସୂଚନା ପାଇବା ପରେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

Get real time updates directly on you device, subscribe now.