fbpx

ସିଆରପି ଛକରେ ଅଗ୍ନିକାଣ୍ଡ: ଦୋକାନରେ ନିଆଁ ଲାଗି ସବୁ ପାଉଁଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀର ସିଆରପି ଛକ ନିକଟରେ ଏକ ଦୋକାନରେ ନିଆଁ ଲାଗିବା ଫଳରେ ଦୋକାନ ସଂପୂର୍ଣ୍ଣ ଭାବରେ ପୋଡ଼ି ପାଉଁଶ ହୋଇଯାଇଛି।

ଘଟଣା ସ୍ଥଳରେ ଦମକଳ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆାୟତ୍ତ କରିଛନ୍ତି । କିନ୍ତୁ ଦୁଃଖ ପରେ ଦୁଃଖ ଖବର ପାଇ ସାଧାରଣରେ ଚିନ୍ତା ବଢି ଯାଇଛି।

 

କେମିତି ଓ କାହିଁକି ଲାଗିଲା ନିଆଁ? ଏ ସମ୍ପର୍କରେ ଖୋଳତାଡ଼ କରୁଛି ପୋଲିସ୍। କିନ୍ତୁ; ସବୁ କଟକଣା ଥାଇ କେମିତି ଘଟୁଛି ଏଭଳି ଘଟଣା ତାହା ହିଁ ଲୋକଙ୍କ ପାଇଁ ପ୍ରଶ୍ନବାଚୀ।

Get real time updates directly on you device, subscribe now.