fbpx

Big Breaking: ମିଲିଟାରୀ ଷ୍ଟେସନ୍ ଉପରେ ଗୁଳି ମାଡ଼, ୪ମୃତ

ନୂଆଦିଲ୍ଲୀ: ସକାଳୁ ସକାଳୁ ଏକ ବଡ଼ ଖବର ଆସି ପହଁଚିଛି। ବଠିଣ୍ଡାରେ ଗୁଳି ବିନିମୟରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଗୁଳି ବିନିମୟରେ କିଛି ଆହତ ହୋଇଥିବା ସୂଚନା ମିଳିଛି।
ବଠିଣ୍ଡାଭିତରେ ସକାଳ ପ୍ରାୟ ୪.୩୫ ସମୟରେ ଆଜି ମିଲିଟାରୀ ଷ୍ଟେସନ୍ ଉପରେ ଗୁଳି ମାଡ଼ ହେଇଥିଲା ଷ୍ଟେସନ ରେ କିଏ ଆଉ କାହିଁକି ଏଭଳି ଗୁଳି ମାଡ଼ କରିଛି ତାହା ବିଷୟ ରେ ସୂଚନା ମିଳିନାହିଁ ।
ବର୍ତ୍ତମାନ ସେହି ସ୍ଥାନକୁ ସିଲ୍ କରାଯାଇଛି ।ଏବଂ ସର୍ଚ୍ଚ ଅପରେସନ ଚାଲୁ ରହିଛି । ତେବେ ଏହି ବିଷୟରେ ହେଡ଼ କ୍ଵାଟର ରୁ ସୂଚନା ମିଳିଛି ।

ତେବେ ସେନା ଛାଉଁଣୀ ଉପରୁ କିଏ ଏଭଳି କାଣ୍ଡ ଘଟାଇଛି ତାହା ବିଷୟରେ ବର୍ତ୍ତମାନ ଜୋରାଦର ଖୋଜା ଖୋଜି ଚାଲିଛି । ଖୁବ ଶୀଘ୍ର ଏହା ବିଷୟରେ ଅଧିକ ସୂଚନା ମିଳିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.