fbpx

ବିଧାନସଭାରେ ପାରିତ ହେଲା ୫ଟି ବିଲ୍, ଜାଣନ୍ତୁ କେଉଁଟି?

ଭୁବନେଶ୍ୱର,୬ ।୧୦(ଓଡିଶା ଭାସ୍କର): ବିଧାନସଭାରେ ଆଜି ପାରିତ ହୋଇଛି ୫ଟି ବିଲ୍ । ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ସମେତ ମୋଟ୍ ୫ଟି ବିଲ ପାରିତ ହୋଇଛି । ସେଥିମଧ୍ୟରେ ଓଡିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ବିଲ୍ ମଧ୍ୟ ରହିଛି । ସେହିପରି ଓଡିଶା ଦ୍ରବ୍ୟ ଓ ସେବାକର ସଂଶୋଧନ ବିଲ୍, ପୌର ବିଧି ସଂଶୋଧନ ବିଲ, ଶିଳ୍ପ ବିବାଦ ଓଡିଶା ସଂଶୋଧନ ବିଲ୍ ଆଜି ବିଧାନସଭାରେ ପାରିତ ହୋଇଛି ।

Get real time updates directly on you device, subscribe now.