fbpx

ଓଡ଼ିଶା ଆସିବେ ୫ ମହାବଳ ବାଘ; ଡେବ୍ରିଗଡ଼ ଅଭୟାରଣ୍ୟକୁ ୩ ଓ ଶିମିଳିପାଳକୁ ୨

Advertisement

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ଓଡ଼ିଶାକୁ ଅଣାଯିବ ୫ଟି ମହାବଳ ବାଘ । ୫ ମହାବଳ ବାଘ ଓଡ଼ିଶା ଆସିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ବନ ବିଭାଗର ସୂଚନା ଅନୁସାରେ ଡେବ୍ରିଗଡ଼ ଅଭୟାରଣ୍ୟ ପାଇଁ ୩ଟି ଓ ଶିମିଳିପାଳ ପାଇଁ ୨ଟି ମହାବଳ ବାଘ ଆସିବେ । ତେବେ ଚଳିତ ବର୍ଷ ଅଗଷ୍ଟ ମାସ ଶେଷ ସୁଦ୍ଧା ଡେବ୍ରିଗଡ଼ ପାଇଁ ଆସିବେ ବାଘ । ଏହି ତିନି ମହାବଳ ବାଘଙ୍କୁ ମହାରାଷ୍ଟ୍ର, ମଧ୍ୟପ୍ରଦେଶରୁ ଆଣିବ ବନ ବିଭାଗ । ସେହିଭଳି ଅକ୍ଟୋବର ମାସ ଶେଷ ସୁଦ୍ଧା ଶିମିଳିପାଳ ପାଇଁ ଆସିବେ ଦୁଇ ମହାବଲ ବାଘ । ଏହି ଦୁଇ ମହାବଳ ବାଘ ଆସିବେ ମଧ୍ୟପ୍ରଦେଶ, ମହାରାଷ୍ଟ୍ରରୁ ।

Get real time updates directly on you device, subscribe now.