ଭୁବନେଶ୍ୱର: ବିଜେଡି ପାର୍ଟି ଫଣ୍ଡ ହଡ଼ପ ପାଇଁ ନବୀନଙ୍କ ଛାଇ ଭଳି ରହୁଛନ୍ତି ପାଣ୍ଡିଆନ୍ । ପୂର୍ବତନ ୫ଟି ସଚିବ ପାଣ୍ଡିଆନଙ୍କୁ ବିଜେପି ବିଧାୟକ ସରୋଜ ପାଢ଼ୀଙ୍କ ଟାର୍ଗେଟ୍ ।
ପାର୍ଟି ଫଣ୍ଡ ପାଇଁ ନବୀନଙ୍କର କ’ଣ ଅବସ୍ଥା ହେବ କହି ହେବ ନାହିଁ । ନବୀନଙ୍କ ସହ ସବୁବେଳେ ପାଣ୍ଡିଆନ ରହୁଥିବାରୁ ଏହାକୁ କଟାକ୍ଷ କରି ସରୋଜ ଏ ପ୍ରକାର ମନ୍ତବ୍ୟ ଦେଇଥିବା କହିଛନ୍ତି ।
ପାର୍ଟି ଫଣ୍ଡ ହଡପ କରିବା ଉଦ୍ଦେଶ୍ୟ ପାଣ୍ଡିଆନଙ୍କର ଥିବା ଅର୍ଥାତ୍ ଟଙ୍କା ଲୋଭରେ ପାଣିଆନ୍ ନବୀନଙ୍କ ଛାଇ ସାଜିଥିବା କହିଛନ୍ତି ।