fbpx

ଉପେନ୍ଦ୍ର କୁମାର ପାହାଡ଼ସିଂ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆକାଶବାଣୀର ପୂର୍ବତନ ସମ୍ବାଦ ପାଠକ ଉପେନ୍ଦ୍ର ପାହଡ଼ସିଂଙ୍କ ପରଲୋକ । ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ହୃଦଘାତରେ ପରଲୋକ । ୯୦ ଦଶକରେ ଆକାଶବାଣୀର ଲୋକପ୍ରିୟ ସମ୍ବାଦ ପାଠକ ଥିଲେ । ଗୁରୁ ଗମ୍ଭୀର ସ୍ୱରରେ ସମ୍ବାଦ ଗଠନ ପାଇଁ ଘରେ ଘରେ ପରିଚିତ ଥିଲେ ।

Get real time updates directly on you device, subscribe now.