ଭୁବନେଶ୍ୱର: ଗୃହପାଳିତ ପ୍ରାଣୀଙ୍କୁ ମାଗଣା ଚିକିତ୍ସା । ମାର୍ଚ୍ଚ୧ରୁ ଗୃହପାଳିତ ପ୍ରାଣୀଙ୍କୁ ମାଗଣା ଚିକିତ୍ସା ।
ଗାଈ, ବଳଦ, ମଇଁଷି ଓ ଛେଳିଙ୍କୁ ମିଳିବ ମାଗଣା ଚିକିତ୍ସା । ଚିକିତ୍ସା ଓ ଟିକାକରଣ ଉପରୁ ୟୁଜର୍ସ ଫି ଛାଡ଼ ।
ଘୋଷଣା କଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ପ୍ରାଣୀ ସମ୍ପଦର ସୁରକ୍ଷାକୁ ପ୍ରାଥମିକତା ଦେଇ ନିଷ୍ପତ୍ତି ନିଆଯାଇଥିବା କହିଲେ ମନ୍ତ୍ରୀ ।
ଗାଈ, ବଦଳ, ମଇଁଷି ଏବଂ ଛେଳି ରଖିଥିବା ଲୋକଙ୍କୁ ପ୍ରାଣୀଙ୍କ ଚିକିତ୍ସା ପାଇଁ କୌଣସି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ସରକାର ଏମାନଙ୍କ ଖର୍ଚ୍ଚ ବହନ କରିବେ ।