fbpx

ନର୍ସିଂ ସଂଘ ସହ ସରକାରଙ୍କ ଆଲୋଚନା ବିଫଳ; ସଂଘ ସାଧାରଣ ସଂପାଦକଙ୍କ ସୂଚନା

ବ୍ରହ୍ମପୁର: (ଓଡ଼ିଶା ଭାସ୍କର) ନର୍ସିଂ ସଂଘ ସହ ସରକାରଙ୍କ ଆଲୋଚନା ବିଫଳ ହୋଇଛି । ଆଲୋଚନା ବିଫଳ ହୋଇଥିବା କହିଲେ ସଂଘର ସାଧାରଣ ସଂପାଦକ । ଆଲୋଚନା ବିଫଳ ହୋଇଥିବାରୁ ଆଗକୁ ଚାଲୁ ରହିବ ଆନ୍ଦୋଳନ । ଉଚ୍ଚ ସ୍ତରୀୟ କମିଟି କରି ଆଲୋଚନା କରିବାକୁ ଦାବି କଲା ସଂଘ । ମୁଖ୍ୟମନ୍ତ୍ରୀ କିମ୍ବା ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଆଲୋଚନାକୁ ଆହ୍ବାନ କଲେ ସଂଘ ।

 

Get real time updates directly on you device, subscribe now.