fbpx

ହାଥରସ ହାଦସା: SIT ରିପୋର୍ଟ ପରେ ବଡ ଆକ୍ସନ, SDM ସମେତ ୬ ଅଧିକାରୀ ନିଲମ୍ବିତ

ଓଡିଶା ଭାସ୍କର: ହାଥରସ ଘଟଣାରେ SIT ରିପୋର୍ଟ ପରେ SDM ସମେତ ୬ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ନିଜ ରିପୋର୍ଟରେ କହିଛନ୍ତି ଯେ, ସତସଙ୍ଗ ସଭାରେ ଅନୁମତି ବିନା ଅଧିକ ଲୋକ ଉପସ୍ଥିତ ଥିଲେ । ସମସ୍ତ ପ୍ରକାର ଆନୁଷଙ୍ଗିକ ସୁବିଧା ସେଠାରେ ଉପଲବ୍ଧ ନ ଥିଲା । ଫଳରେ ଏଭଳି ଏକ ବଡ ଦୁର୍ଘଟଣା ଘଟିଯାଇଛି । ଏଥିରେ ପ୍ରାୟ ୧୨୧ ଜଣଙ୍କ ମୃତ୍ୟୁ ହୋଇଥିଲା । ସତସଙ୍ଗ ଆୟୋଜନ କରିଥିବା କମିଟିକୁ ମଧ୍ୟ ଦାୟୀ କରିଛି । ଏଥିରେ ସଂପୃକ୍ତ ସମସ୍ତଙ୍କୁ ନିଲମ୍ବିତ କରାଯାଇଛି । ଯାହାଙ୍କ ମାର୍ଗଦର୍ଶନରେ ଏ ସତସଙ୍ଗ ସଭାର ଆୟୋଜନ ହୋଇଥିଲା ।

Get real time updates directly on you device, subscribe now.