fbpx

Video: ଟ୍ରେନ ତଳେ ଚାପି ହୋଇ ଫୋନ କରିଥିଲେ, ଏବେ ପୁଅକୁ ଖୋଜି କାନ୍ଦୁଛି ବାପା

ବାଲେଶ୍ୱର : ବିହାରର ଜମ୍ମୁଇ ଜିଲ୍ଲା ଅର୍ନ୍ତଗତ ନଜାରେ ଗାଁର ଜଣେ ଯାତ୍ରୀ ୟସବନ୍ତପୁରରୁ ହାୱଡ଼ା ଯାଉଥିଲେ । ଦୂର୍ଘଟଣାରେ ରେଳବଗି ତଳେ ଚାପି ହୋଇଥିବା ଭାଇର ଅଚାନକ ଫୋନ ଆସିଥିଲା ଏବଂ ସେ ତାଙ୍କ ଭାଇଙ୍କୁ କହିଥିଲେ ଯେ ସେ ଯାତ୍ରା କରୁଥିବା ରେଳର ଦୁର୍ଘଟଣା ଘଟିଛି । ସେ ରେଳ ତଳେ ଚାପି ହୋଇ ପଡିରହିଛନ୍ତ । ଏହା ଶୁଣି ତାଙ୍କ ବାପା ଦୂର୍ଘଟଣା ସ୍ଥଳରେ ପହଞ୍ଚି ନିଜ ପୁଅକୁ ଚାରିଆଡ଼େ ଖୋଜିଥିଲେ , କିନ୍ତୁ ଯାତ୍ରୀଙ୍କୁ ପାଇନଥିବାର ସୂଚନା ଦେଇଛନ୍ତି । ବାଲେଶ୍ୱର ହସ୍ପିଟାଲରେ ମଧ୍ୟ ଯାତ୍ରୀଙ୍କ କୌଣସି ସୂଚନା ମିଳି ନାହିଁ ।

Get real time updates directly on you device, subscribe now.