• Likes
  • Followers
  • Subscribers
  • Followers
  • Android App
  • Friday, September 12, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • Happy New Year: ନୂଆବର୍ଷରେ ଖୋଲିବ ଏହି ରାଶିର ଭାଗ୍ୟ! ଦୂର ହେବ ଆର୍ଥିକ ସମସ୍ୟା, ଜାଣନ୍ତୁ 2025ର ଲକି ରାଶି

Happy New Year: ନୂଆବର୍ଷରେ ଖୋଲିବ ଏହି ରାଶିର ଭାଗ୍ୟ! ଦୂର ହେବ ଆର୍ଥିକ ସମସ୍ୟା, ଜାଣନ୍ତୁ 2025ର ଲକି ରାଶି

By Ankita Last updated Jan 1, 2025 at 12:44 AM
Share

ଭୁବନେଶ୍ବର: ଆଜି ନୂଆ ବର୍ଷକୁ ସ୍ବାଗତ କରୁଛନ୍ତି ଦେଶବାସୀ । ତେବେ ଆଜି ସମସ୍ତେ ଭଲରେ ଭଲରେ ବର୍ଷ କଟିବା ପାଇଁ ପ୍ରାର୍ଥନା କରିବେ । ମନ୍ଦିରରେ ଶହଶହ ଲୋକଙ୍କ ଭିଡ ଜମିବ । ତେବେ ଆଜିର ଦିନରେ 4 ରାଶିଙ୍କର ପାଇଁ ଶୁଭଫଳ ମିଳିବା ନେଇ ଜୋତିର୍ବିଦ ସୂଚନା ଦେଇଛନ୍ତି ।

ମେଷ: ନୂଆବର୍ଷର ପ୍ରଥକମ ଦିନ ଆପଣଙ୍କର ପାଇଁ ଶୁଭଫଳ ପ୍ରଦାନ କରିବ । ସମସ୍ତ କାର୍ଯ୍ୟରେ ସଫଳତା ପାଇବେ । ଅଟକି ରହିଥିବା କାର୍ଯ୍ୟ ଆଜି ପୁରା କରିବେ । କାର୍ଯ୍ୟାଳୟରେ ଉଚ୍ଚ ପଦସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହୋଇପାରନ୍ତି । ଯଦି ବିଦେଶ ଯାତ୍ରା ପାଇଁ ମନ ବଳାଇଛନ୍ତି ସେଥିରେ ମଧ୍ୟ ସଫଳତା ପାଇବେ । ତେବେ ସାଙ୍ଗରେ ନାଲି ରଙ୍ଗର ରୁମାଲ ରଖିବା ପାଇଁ ପରାମର୍ଶ ଦିଆଯାଇଛିିି ।

ସିଂହ: ଆଜି ଧନପ୍ରାପ୍ତି ହୋଇପାରେ । ଦାମୀ ଜିନିଷ କିଣି ଘରକୁ ଆଣିପାରନ୍ତି । ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ । ପରିବାର ପରିଜନଙ୍କ ସହିତ ମିଶି ଆଜିର ଦିନ ଖୁସିରେ ଅତିବାହିତ କରିବେ । ଆର୍ଥିକ ଲାଭ ସହିତ ସ୍ବାସ୍ଥ୍ୟରେ ଉନ୍ନତି ଘଟିବ ।

ଆହୁରି ପଢନ୍ତୁ

ମୃତ୍ୟୁ ପରେ ନବଜାତ ଶିଶୁଙ୍କୁ ପୂର୍ବପୁରୁଷ…

‘ତମ ଆଖିର ଆଇନା ହୋଇ ରହିବି’-…

ତୁଳା: ମାନସିକ ଅବସାଦ ଦୂର ହେବ । ଲାଗି ରହିଥିବା କୋର୍ଟ କଚେରୀ ସମସ୍ୟାରେ ଆଜି ପୂର୍ଣ୍ଣଚ୍ଛେଦ ପଡିପାରେ । ଆର୍ଥିକ ଅବସ୍ଥା ସୁଧୁରିବ ଏବଂ ଅର୍ଥ ଲାଭ ହେବ । ସମାଜରେ ପ୍ରଶଂସା ପାଇବ । ଆପଣଙ୍କ କାର୍ଯ୍ୟକୁ ନେଇ ଆଜି ସବୁ ସ୍ଥାନରେ ପ୍ରଶଂସିତ ହେବେ ।

ବିଛା : ଭଲପାଉଥିବା ବ୍ୟକ୍ତିଙ୍କ ଠାରୁ ଉପହାର ପାଇବେ । ସୁସମ୍ୱାଦ ପ୍ରାପ୍ତ ହେବେ । ପରିବାରରେ ମାଙ୍ଗଳିକ କାର୍ଯ୍ୟ ହେବ । ବିବାହ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି । ଆଜି କିଛି ଏଭଳି କାର୍ଯ୍ୟ କରିବେ ଯାହାକି ସ୍ମରଣୀୟ ହୋଇ ରହିବ ।

Share

Prev Post

Happy New Year: ସ୍ବାଗତଂ 2025…ନାଚ ଗୀତରେ ଜିରୋ ନାଇଟ୍ ସେଲିବ୍ରେସନ, ଧୁମଧାମରେ ନୂଆବର୍ଷକୁ ସ୍ବାଗତ କଲେ ଦେଶବାସୀ

Next Post

୨୦୨୫ର ପ୍ରଥମ ଦିନରେ ମିଳିଲା ମହଙ୍ଗାରୁ ଆଶ୍ୱସ୍ତି, ଶସ୍ତା ହୋଇଗଲା ଏଲପିଜି ଗ୍ୟାସ ସିଲିଣ୍ଡର!

You might also like More from author
ଖବର

ମୃତ୍ୟୁ ପରେ ନବଜାତ ଶିଶୁଙ୍କୁ ପୂର୍ବପୁରୁଷ କୁହାଯାଏ କି? ଗରୁଡ଼ ପୁରାଣର ରହସ୍ୟ ଜାଣନ୍ତୁ

Featured

‘ତମ ଆଖିର ଆଇନା ହୋଇ ରହିବି’- ବୋଲ୍ଡ ଅଭିନେତ୍ରୀଙ୍କୁ ମିଠା ମିଠା କଥା କହି…

Cricket

BCCI ମୁଖ୍ୟ ରୋଜର ବିନ୍ନି ପଦରୁ ଦେଲେ ଇସ୍ତଫା, ପରବର୍ତ୍ତୀ BCCI ଅଧ୍ୟକ୍ଷ ହେବେ ସଚିନ୍ ତେନ୍ଦୁଲକର!

ଖବର

“ଗୋଟେ ପୁଅ ଜନ୍ମ କରୁଥିବା ମା’ ସାପ ସହ ସମାନ, ଯିଏ ନିଜ ଜନ୍ମକଲା ଛୁଆକୁ…

Cricket

ଗୁଳିରେ ନୁହେଁ, ବ୍ୟାଟର ଗଗନଚୁମ୍ୱୀ ଛକାରେ ପାକ୍ କୁ ପାନେ ଦେବ ଭାରତ, ବିଗ୍ ଫାଇଟରେ କାହାର ପଲଡ଼ା…

Cricket

ହଜାରେ ଅଭିଷେକ ଶର୍ମା ବି ପାରିବେନି ଏ ଦୁର୍ଦ୍ଦଶ ବ୍ୟାଟରକୁ, 29 ଗଗନଚୁମ୍ୱୀ ଛକା ସହ କଲେ ଏତେ ଅଧିକ…

Prev Next
Odisha Bhaskar

Recent Posts

ମୃତ୍ୟୁ ପରେ ନବଜାତ ଶିଶୁଙ୍କୁ ପୂର୍ବପୁରୁଷ…

‘ତମ ଆଖିର ଆଇନା ହୋଇ ରହିବି’-…

BCCI ମୁଖ୍ୟ ରୋଜର ବିନ୍ନି ପଦରୁ ଦେଲେ ଇସ୍ତଫା,…

ହୋଟେଲରୁ ବିରାଟ-ଅନୁଷ୍କାଙ୍କୁ ବିଦା କରିଦେଲେ…

(Video) ଛାଡିଲେନି…ଚାପୁଡ଼ା ଉପରେ…

“ଗୋଟେ ପୁଅ ଜନ୍ମ କରୁଥିବା ମା’…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ମୃତ୍ୟୁ ପରେ ନବଜାତ ଶିଶୁଙ୍କୁ ପୂର୍ବପୁରୁଷ…

‘ତମ ଆଖିର ଆଇନା ହୋଇ ରହିବି’-…

BCCI ମୁଖ୍ୟ ରୋଜର ବିନ୍ନି ପଦରୁ ଦେଲେ ଇସ୍ତଫା,…

“ଗୋଟେ ପୁଅ ଜନ୍ମ କରୁଥିବା ମା’…

Prev Next 1 of 27,678
© 2025 - TK Digital All Rights Reserved.