fbpx

ରାଶିଫଳ(ମଙ୍ଗଳବାର,୧୦ ମେ,୨୦୨୨)

ମେଷ – ନିଜ ବନ୍ଧୁପରିଜନରେ କିମ୍ବା ସମାଜରେ ସମ୍ମାନ ବୃଦ୍ଧି ହେବ, ବ୍ୟବସାୟରେ ଲାଭ ବୃଦ୍ଧି ହେବ, ବନ୍ଧୁପରିଜନଙ୍କର ସହଯୋଗ ମିଳିବ ଓ କର୍ମକ୍ଷେତ୍ରରେ ଅଭିବୃଦ୍ଧି ଷୃଷ୍ଟି ହେବ, ଅତିପରିଚିତ ବା ନିଜ ଲୋକଠାରୁ ଧୋକା ମିଳିବ, ଅଚାନକ ମନସ୍ତାପ ବଢିବ ।

ବୃଷ – ନିଜର ବାହାନ ଜନିତ ଭୟ ରହିଛି ସତର୍କ ରହିଥିବେ, ମହିଳାମାନେ ରୋଷେଇ କଲାବେଳେ ଏବଂ ପାରିବାରିକ ଜିବନରେ ସତର୍କତାର ସହିତ ରୁହନ୍ତୁ, ପାରିବାରିକ ଅଶାନ୍ତି, ଚାକିରି କିମ୍ବା ବ୍ୟବସାୟରେ ଭୁଲବୁଝାବଣା ରହି ଅପମାନିତ ହେବେ ।

ମିଥୁନ– ଟଙ୍କାପଇସାର ଅଭାବ ରହିବ, କିନ୍ତୁ କିଛି ନୁଆ କାମର ସନ୍ଧାନ ମିଳିବ, ପ୍ରାପ୍ତ ବୟସ ପିଲାଙ୍କର ବିବାହର ସମ୍ଭାବନା ଷୃଷ୍ଟି ହେବ, କୌଣସି ଅଚାନକ ଅଯଥା ବ୍ୟୟଭାର ବଢିବ ।

କର୍କଟ – ଜୀବନସାଥି ସହ ମତାନ୍ତର ହେବ, ଧନ ମାନ ସମ୍ମାନ କ୍ଷେତ୍ରରେ କମି ପରିଲିକ୍ଷିତ ହେବ, ମନ ଦୁର୍ବଳ ରହିବ, କର୍ମଚାପ କିଛି କିଛି ରହିବ, କିନ୍ତୁ ଆଥିକ ଲାଭ କିମ୍ବା ଚେଷ୍ଟା କରୁଥିବା କୌଣସି କାର୍ଯ୍ୟ ସହଜରେ ପୁରଣ ହେବ ।

ସିଂହ – ପିଲାମାନଙ୍କର ଉଚ୍ଚ ଶିକ୍ଷାରେ ଋଚି ବଢିବ ଏବଂ ମାନସିକ ଶାନ୍ତି ବଢିବ, ଆଜି ସ୍ନାସନପରେ ବିଷ୍ଣୁ ନଭଗବାନଙ୍କୁ ସ୍ମରଣକରି ଦେବଦାରୁ ବୃକ୍ଷମୂଳରେ ଜଳ ଦିଅନ୍ତୁ କଲ୍ୟାଣକାରୀ ହେବ ।

କନ୍ୟା – ଭୂମି କ୍ରୟ କିମ୍ବା ନୂତନ ଗୃହନିର୍ମାଣ କରିବେ ଏବଂ ରାଜକୃପା ଓ ଦେବକୃପା ବଳରେ କର୍ମୋଣ୍ଣତି ଏବଂ ପଦପଦବି ଲାଭ ହେବ, ଆର୍ôଥକ ସମୃଦ୍ଧି, ଯଶ ଓ ପଦ ମର୍ଯ୍ୟଦା ବୃଦ୍ଧି, ବିଳାସ ଦ୍ରବ୍ୟ ଲାଭ ସୁଚନା ରହିବ ।

ତୁଳା -କୌଣସି ପ୍ରକାରେ ଆର୍ôଥକ ଅଭିବୃଦ୍ଧି, ଠିକାଦାରି କିମ୍ବା ସରକାରଙ୍କର କୌଣସି ଯୋଜନାରେ ଲାଭାନ୍ୱିତ ହେବେ, ପାରିବାରିକ ଶାନ୍ତି ମିଳିବ, ଅସହାୟକୁ ସେବା କରିବାର ସୁଯୋଗ ପାଇବେ ।

ବିଛା -ମାନସିକ ଅଶାନ୍ତି ବୃଦ୍ଧି ହେବ, ଆର୍ଥିକ ଅଭାବ ସହିତ କର୍ମକ୍ଷେତ୍ରରେ ଅଶୁଭ ସୂଚନା ମିଳିବ, କର୍ମକ୍ଷେତ୍ରରେ କର୍ମଚାପ, ଭାତୃବର୍ଗରେ ମତାନ୍ତର ସହିତ ମାନସିକ ଚିନ୍ତା ବଢିବ, କୌଣସି ଯୋଜନାରେ ଅସଫଳ ହେବେ, ଆର୍ôଥକ ଦୁର୍ବଳତା ପରିଲିକ୍ଷିତ ହେବ,  ମନ ଚିନ୍ତାଗ୍ରସ୍ତ ରହିବ ।

ଧନୁ– ପୂର୍ବ ସ୍ଥିତିରେ ସୁଧାର ଆସିବ, କୌଣସି ସହାୟତା ମିଳିବ, କିନ୍ତୁ ଅଭାବ ଲାଗିରହିବ, ପାରାଙ୍କୁ ଖାଇବାକୁ ଦିଅନ୍ତୁ, ସମୟ ଏବଂ ପରିସ୍ଥିତି ଆପଣଙ୍କର ବିପକ୍ଷରେ ଯିବ, ଦାୟିତ୍ୱ ବଢିବ,ପାରିବାରିକ ସମ୍ପର୍କରେ ତିକ୍ତତା ମିଳିବ, ପାରିବାରିକ ଖୁସି ମିଳିବ ।

ମକର – ଅଚାନକ ସୁ-ଖବର ପ୍ରାପ୍ତ ହେବ, କୌଣସି ବ୍ୟବସାୟିକ ଯୋଜନାରେ ସଫଳ ହେବେ, ବନ୍ଧୁପରିଜନରେ ସାହାଯ୍ୟ ମିଳିବ, ଯାହା ଉଦ୍ୟମ କରିବେ ସିଦ୍ଧି ହେବ, କର୍ମଗତ ଶୁଭଫଳ ପାଇବେ, ସ୍ୱାସ୍ଥ୍ୟଗତ ଅସୁବିଧା ରହିବ, ଦୁରଯାତ୍ରା କରନ୍ତୁ ନାହିଁ ଏବଂ ଗଛ କିମ୍ବା ଯାନବାହାନ ଚଢନ୍ତୁ ନାହିଁ ।

କୁମ୍ଭ– ଜମିବାଡି ସଙ୍କ୍ରାନ୍ତୀୟ କିମ୍ବା ମାତୃ ବର୍ଗରେ କିମ୍ବା ଯାନବାହାନ ଜନିତ କ୍ଷୟକ୍ଷତି ରହିବ ତେଣୁ ଆଜି ସତର୍କ ରହିବେ, ଜୀବନସାଥିଙ୍କର ସ୍ୱାସ୍ଥ୍ୟଗତ ଅସୁବିଧା ହେବ, ଅର୍ଥ ବ୍ୟୟ ଏବଂ ମାନସିକ ଅଶାନ୍ତି ରହିବ, କର୍ମକ୍ଷେତ୍ରରେ କିଛି ଭୁଲ ନିଷ୍ପତି ନେଇ ପଶ୍ଚାତାପ କରିବେ ।

ମୀନ– ଉତ୍ସାହ ଉଦ୍ଦିପନା, ସଫଳତା ସହିତ ପାରିବାରିକ ଶାନ୍ତି ବଜାୟ ରହିବ, ମନ ଅଶାନ୍ତ ରହିବ,ପରିବାର ସଦସ୍ୟଙ୍କ ସହ ମତାନ୍ତର ରହିବ, ପେଟ ଜନିତ ବ୍ୟଥା ଏବଂ ସ୍ନାୟୁଗତ ଦୁର୍ବଳତା ସହିତ ଟଙ୍କାର ଅଭାବ ରହିବ ।

Get real time updates directly on you device, subscribe now.